ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ମିତ୍ରଙ୍କ ସହିତ ସମୟ କଟିବ। ସୋମ ଓ ମଙ୍ଗଳବାର: କିଛି କାମରେ ଭଲ ନଜର ଆସିବ। ବୁଧ ଓ ଗୁରୁବାର: ପାରିବାରିକ ବିବାଦରୁ ନିବୃତ୍ତ ରହନ୍ତୁ। ଶୁକ୍ର ଓ ଶନିବାର: କୌଣସି ମାମଲାରେ ନିର୍ଣ୍ଣୟ ନେବେ।

ରବିବାର: ଭାବିଥିବା ସବୁ କାମ ପୂରା କରିବେ। ସୋମ ଓ ମଙ୍ଗଳବାର: ଧନଲାଭ ହୋଇପାରେ। ବୁଧ ଓ ଗୁରୁବାର: କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁକ୍ର ଓ ଶନିବାର: ଛାତ୍ରଙ୍କ ଲାଗି ସମୟ ବଢ଼ିଆ ରହିବ।

ରବିବାର: ପ୍ରଗତିରେ ଅବରୋଧ ହୋଇପାରେ। ସୋମ ଓ ମଙ୍ଗଳବାର: ପରିଶ୍ରମର ସୁଫଳ ପାଇବେ। ବୁଧ ଓ ଗୁରୁବାର: ବନ୍ଧୁଙ୍କୁ ମନର କଥା କହିବେ। ଶୁକ୍ର ଓ ଶନିବାର: ଅଧୁରା କାମ ପୂରା ହେବ।


ରବିବାର: ଭାବନାରେ ପରିବର୍ତ୍ତନ ଆସିବ। ସୋମ ଓ ମଙ୍ଗଳବାର: ସ୍ଥଗିତ ଥିବା କାର୍ଯ୍ୟର ସମାଧାନ ହେବ। ବୁଧ ଓ ଗୁରୁବାର: ପରିବାରରେ ଖୁସିର ମାହୋଲ ରହିବ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।


ରବିବାର: ମିତ୍ରଙ୍କ ସହଯୋଗ ମିଳିବ। ସୋମ ଓ ମଙ୍ଗଳବାର: ସମାଜରେ ମାନସମ୍ମାନ ପାଇବେ। ବୁଧ ଓ ଗୁରୁବାର: ଅଫିସ୍‌ରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶୁକ୍ର ଓ ଶନିବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ରବିବାର: କାରବାରୀଙ୍କ ଲାଗି ସମୟ ଭଲ। ସୋମ ଓ ମଙ୍ଗଳବାର: କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ଶୁକ୍ର ଓ ଶନିବାର: ତର୍କ ଶକ୍ତି କାମରେ ଆସିବ।

ରବିବାର: ଭାବିଚିନ୍ତି କାମ କରନ୍ତୁ। ସୋମ ଓ ମଙ୍ଗଳବାର: ଆପଣଙ୍କୁ ସବୁ କାମରେ ସହଯୋଗ ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଧନଲାଭ ହେବ। ଶୁକ୍ର ଓ ଶନିବାର: ଘରକୁ ଅତିଥି ଆସିବେ।

ରବିବାର: ଉନ୍ନତି ଲାଗି ଯୋଜନା କରିବେ। ସୋମ ଓ ମଙ୍ଗଳବାର: କାମରେ ଲାଗି ରହିଥିବା ବାଧା ଦୂର ହେବ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ସହଯୋଗିତା କରିବେ। ଶୁକ୍ର ଓ ଶନିବାର: ବେପାରରେ ଉନ୍ନତି ହେବ।

ରବିବାର: ସବୁ ସମସ୍ୟାର ସମାଧାନ ହେବ। ସୋମ ଓ ମଙ୍ଗଳବାର: ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ବୁଧ ଓ ଗୁରୁବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

ବିବାର: ଛାତ୍ରଙ୍କୁ ମିତ୍ରଙ୍କ ସହାୟତା ମିଳିବ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ଦାୟିତ୍ଵ ମିଳିବ। ବୁଧ ଓ ଗୁରୁବାର: ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁକ୍ର ଓ ଶନିବାର: କାମ ପ୍ରତି ସଚେତନ ରହନ୍ତୁ।

ରବିବାର: କ୍ୟାରିୟରରେ ନୂଆ ମୋଡ଼ ନେବ। ସୋମ ଓ ମଙ୍ଗଳବାର: କୌଣସି ନୂଆ ପରିଯୋଜନା ମିଳିପାରେ। ବୁଧ ଓ ଗୁରୁବାର: ପରୀକ୍ଷାରେ ସଫଳତା ହାସଲ କରିବେ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ଆର୍ଥିକ ଲାଭ ହେବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ପ୍ରିୟ ବନ୍ଧୁଙ୍କଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର: କୌଣସି ମହତ୍ତ୍ଵପୂର୍ଣ୍ଣ ସୂଚନା ମିଳିପାରେ।

ସମ୍ବନ୍ଧିତ ଖବର