ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ସୋମ ଓ ମଙ୍ଗଳବାର: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ସାଥ୍‌ ଦେବ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାମରେ ରୁଚି ବଢ଼ିବ। ଶନିବାର: ଆପଣଙ୍କ କାମରୁ ବଡ଼ ଲାଭ ମିଳିବ।

ରବିବାର: ବେକାରଙ୍କୁ ରୋଜଗାର ମିଳିବ। ସୋମ ଓ ମଙ୍ଗଳବାର: ମନ ରଚନାତ୍ମକ କାର୍ଯ୍ୟରେ ଲାଗିବ। ବୁଧ, ଗୁରୁ ଓ ଶୁକ୍ରବାର: ପରିଶ୍ରମର ପୂରା ଲାଭ ମିଳିବ। ଶନିବାର: ମନ ଅଶାନ୍ତି ମୁକ୍ତ ରହିବ।

ରବିବାର: ଅଚାନକ ଧନଲାଭ ହେବ। ସୋମ ଓ ମଙ୍ଗଳବାର: କାର୍ଯ୍ୟ ବୃଦ୍ଧି ଲାଗି ସୁଅବସର ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଶନିବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ରବିବାର: ଆପଣଙ୍କ ସାମ୍‌ନାକୁ ନୂଆ ଅବସର ଆସିବ। ସୋମ ଓ ମଙ୍ଗଳବାର: ଆପଣଙ୍କର ଚେଷ୍ଟା ସଫଳ ହେବ। ବୁଧ, ଗୁରୁ ଓ ଶୁକ୍ରବାର: କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶନିବାର: ଘର ଖର୍ଚ୍ଚ ବଢ଼ିପାରେ।

ରବିବାର: ନୂଆ କାମ ଶୁଭାରମ୍ଭ ହେବ। ସୋମ ଓ ମଙ୍ଗଳବାର: କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ବୁଧ, ଗୁରୁ ଓ ଶୁକ୍ରବାର: ନ୍ୟାୟିକ ମାମଲା ଆପଣଙ୍କୁ ଅଶାନ୍ତି କରିପାରେ। ଶନିବାର: କୌଣସି ବଡ଼ ଦାୟିତ୍ଵ ମିଳିବ।

ରବିବାର: ଆପଣଙ୍କୁ ବଡ଼ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ପୂରା ହୋଇଯିବ। ଶନିବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ।


ରବିବାର: ପ୍ରୟାସରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: କାରବାର ପାଇଁ ସମୟ ଶୁଭ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କ କାମରେ ପ୍ରଶଂସା ହେବ। ଶନିବାର: ଉନ୍ନତି ପାଇଁ ସୁଯୋଗ ମିଳିବ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଧନଲାଭର ନୂଆ ରାସ୍ତା ଖୋଲିବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶନିବାର: ନିକଟ ସଂପର୍କୀୟଙ୍କ ମାଧ୍ୟମରେ ଫାଇଦା ହେବ।

ରବିବାର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ଶନିବାର: ଆୟରେ ବୃଦ୍ଧି ହେବ।

ରବିବାର: ଅଧୁରା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ସୁଅବସର ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କୁ ପରିଶ୍ରମର ଫଳ ମିଳିବ। ଶନିବାର: ବ୍ୟବସାୟରେ ଉନ୍ନତି ହେବ।

ରବିବାର: କିଛି ନୂଆ କାମ କରିପାରନ୍ତି। ସୋମ ଓ ମଙ୍ଗଳବାର: ସଫଳତା ଓ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: କାରବାର ବୃଦ୍ଧି ହେବ। ଶନିବାର: ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ।

ରବିବାର: ମନ ବିଚଳିତ ରହିପାରେ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ କୌଣସି ଗୁରୁତ୍ଵପୂର୍ଣ୍ଣ ଫଇସଲା ନେବେ। ବୁଧ, ଗୁରୁ ଓ ଶୁକ୍ରବାର: କାମଧନ୍ଦାରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଶନିବାର: ଧନର ଆଗମନ ହେବ।

ସମ୍ବନ୍ଧିତ ଖବର