ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ କାମ ଶୁଭାରମ୍ଭ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ କାମ ସହଜରେ ହେବ। ଶୁକ୍ର ଓ ଶନିବାର: ପ୍ରେମ ବ୍ୟାପାର ଲାଗି ସମୟ ଭଲ। ଏବଂ ବାକିଆ ପଇସା ମିଳିବ।

ରବି ଓ ସୋମବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ସ୍ଥିତି ଆପଣଙ୍କ ଅନୁସାରେ ବଦଳିଯିବ। ଶୁକ୍ର ଓ ଶନିବାର: ଧନଲାଭ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖଦ ରହିବ।


ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅସହାୟଙ୍କୁ ସହାୟତା କରିବେ। ଶୁକ୍ର ଓ ଶନିବାର: ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ।


ରବି ଓ ସୋମବାର: ବୀରତ୍ଵକୁ ବଳ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।

ରବି ଓ ସୋମବାର: ଆପଣଙ୍କୁ ବଡ଼ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ମନର ଆଶା ପୂରଣ ହେବ। ଶୁକ୍ର ଓ ଶନିବାର: କାର୍ଯ୍ୟଭାର ବଢ଼ିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ରବି ଓ ସୋମବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଭାବିଥିବା କାମରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ନୂଆ ସୁଯୋଗ ଆସିବ ଏବଂ ସୁଖ ସୁବିଧା ବୃଦ୍ଧି ହେବ।

ରବି ଓ ସୋମବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: କାମରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ଶକ୍ତିଶାଳୀ ରହିବେ ଏବଂ ଆର୍ଥିକ ସ୍ଥିତି ମଜଭୁତ ରହିବ।

ରବି ଓ ସୋମବାର: ସମାଜରେ ମାନସମ୍ମାନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ହେବ ଏବଂ ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।


ରବି ଓ ସୋମବାର: ସ୍ଥଗିତ ଥିବା କାମ ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ପରିଶ୍ରମ ଅଧିକ କରନ୍ତୁ, ସଫଳତା ମିଳିବା ଯୋଗ ରହିଛି।

 ରବି ଓ ସୋମବାର: ଅନ୍ୟକୁ ସହାୟତା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ମାଲିମକଦ୍ଦମାରେ ଶୁଭଫଳ ମିଳିପାରେ। ଶୁକ୍ର ଓ ଶନିବାର: ମନରେ ପ୍ରସନ୍ନତା ରହିବ ଏବଂ ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ରବି ଓ ସୋମବାର: ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶୁକ୍ର ଓ ଶନିବାର: ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।

ରବି ଓ ସୋମବାର: ରୋମାନ୍‌ସ ପାଇଁ ଭଲ ସମୟ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ ଇଚ୍ଛାନୁସାରେ କାମ କରିବେ। ଶୁକ୍ର ଓ ଶନିବାର: ସତ୍ୟର ସାଥ୍‌ ଦେବେ। ଏବଂ ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ସମ୍ବନ୍ଧିତ ଖବର