ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନୂଆ ଅନୁଭବ ପ୍ରାପ୍ତ ହେବ। ସୋମ ଓ ମଙ୍ଗଳବାର: ଭାଗ୍ୟର ଦ୍ଵାର ଖୋଲିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁକ୍ର ଓ ଶନିବାର: ସବୁ କାମ ଆରାମରେ ପୂରା ହେବ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: କାରବାରରେ ଅଚାନକ ଫାଇଦା ହେବ। ବୁଧ ଓ ଗୁରୁବାର: ବ୍ୟକ୍ତିତ୍ଵ ବିକଶିତ ହୋଇପାରେ। ଶୁକ୍ର ଓ ଶନିବାର: ବନ୍ଧୁଙ୍କୁ ମନର କଥା କହିବେ।

ରବିବାର: ମନ ବିଚଳିତ ହୋଇପାରେ। ସୋମ ଓ ମଙ୍ଗଳବାର: ବନ୍ଧୁଙ୍କ ମାଧ୍ୟମରେ ଯଥେଷ୍ଟ ଫାଇଦା ହେବ। ବୁଧ ଓ ଗୁରୁବାର: ଖର୍ଚ୍ଚ ବଢ଼ିପାରେ। ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ପାଇବେ।

ରବିବାର: କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: ମନ ସାମାଜିକ କାର୍ଯ୍ୟରେ ଲାଗିବ। ବୁଧ ଓ ଗୁରୁବାର: ଧନଲାଭର ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ମିତ୍ରଙ୍କ ସାହାଯ୍ୟ ପାଇବେ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ସୋମ ଓ ମଙ୍ଗଳବାର: ଉନ୍ନତିର ଦ୍ଵାର ଖୋଲିବ। ବୁଧ ଓ ଗୁରୁବାର: ପରିଶ୍ରମର ପୂରା ଫଳ ମିଳିବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।

ରବିବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ଵ ନେବାରେ ସଙ୍କୋଚ କରନ୍ତୁ ନାହିଁ। ବୁଧ ଓ ଗୁରୁବାର: ଧନଲାଭର ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: କାମ ପ୍ରତି ସକ୍ରିୟ ରହିବେ।

ରବିବାର: ନୂଆ ଦାୟିତ୍ଵ ମିଳିପାରେ। ସୋମ ଓ ମଙ୍ଗଳବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ବୁଧ ଓ ଗୁରୁବାର: ନୂଆ ଆହ୍ଵାନର ସାମ୍‌ନା କରିପାରନ୍ତି। ଶୁକ୍ର ଓ ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।


ରବିବାର: ପିଲାଙ୍କ ସହିତ ଅଧିକ ସମୟ କଟିବ। ସୋମ ଓ ମଙ୍ଗଳବାର: ସ୍ଥଗିତ ଥିବା କାମ ପୂରା ହେବ। ବୁଧ ଓ ଗୁରୁବାର: କିଛି ନୂଆ କରିବା ପାଇଁ ଭାବିବେ। ଶୁକ୍ର ଓ ଶନିବାର: ବନ୍ଧୁବର୍ଗଙ୍କ ସାହାଯ୍ୟ ପାଇବେ।

ରବିବାର: କ୍ୟାରିୟର ପ୍ରତି କିଛି ଭଲ ହେବ। ସୋମ ଓ ମଙ୍ଗଳବାର: କାନୁନ୍‌ ମାମଲାରେ ସାହାଯ୍ୟ ମିଳିବ। ବୁଧ ଓ ଗୁରୁବାର: ଚେଷ୍ଟା ସଫଳ ହେବ। ଶୁକ୍ର ଓ ଶନିବାର: ପରିବାର ଲୋକଙ୍କୁ ସୁଖ ପ୍ରାପ୍ତ ହେବ।

ରବିବାର: ଆୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ବୁଧ ଓ ଗୁରୁବାର: ମିତ୍ରଙ୍କ ସହିତ ସମୟ କଟିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଫାଇଦା ହେବ।

ରବିବାର: ମାନସିକ ଶାନ୍ତି ମିଳିବ। ସୋମ ଓ ମଙ୍ଗଳବାର: ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: କାମର ବୋଝ ଅଧିକ ହୋଇପାରେ। ଶୁକ୍ର ଓ ଶନିବାର: ଆପଣଙ୍କୁ ବିଶେଷ ଦାୟିତ୍ଵ ମିଳିପାରେ।

ରବିବାର: ଘର ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଚାକିରିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: କାରବାରରେ ଫାଇଦା ହୋଇପାରେ।

ସମ୍ବନ୍ଧିତ ଖବର