ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଉନ୍ନତିର ନୂଆ ମାର୍ଗ ଖୋଲିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ଦୃଷ୍ଟିରୁ ସବୁ କିଛି ଭଲ ରହିବ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ବିଚାର ଆସିବ। ଶନିବାର: ମାନସମ୍ମାନ ବୃଦ୍ଧି ହେବ।

ରବି ଓ ସୋମବାର: ଭାଗ୍ୟ ଆପଣଙ୍କୁ କିଛି ସୁଯୋଗ ଦେବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସୀମା ବୃଦ୍ଧି କରିବେ। ଗୁରୁ ଓ ଶୁକ୍ରବାର: ବେପାରରେ ଅଚାନକ ଫାଇଦା ହେବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ମଙ୍ଗଳ ଓ ବୁଧବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ଗୁରୁ ଓ ଶୁକ୍ରବାର: ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବେ। ଶନିବାର: ଧନ ବୃଦ୍ଧି ହେବ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ। ମଙ୍ଗଳ ଓ ବୁଧବାର: ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଗୁରୁ ଓ ଶୁକ୍ରବାର: ବଡ଼ଙ୍କର ଭରପୂର ସହଯୋଗ ମିଳିବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବି ଓ ସୋମବାର: ଆୟର ନୂଆ ସ୍ରୋତ ଆସିପାରେ। ମଙ୍ଗଳ ଓ ବୁଧବାର: କୌଣସି ଅଧୁରା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ନୂଆ ଦାୟିତ୍ଵ ନେବାରେ ସଂକୋଚ କରନ୍ତୁ ନାହିଁ। ଶନିବାର: ପରିଶ୍ରମର ଫଳ ମିଳିବ।

ରବି ଓ ସୋମବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ମଙ୍ଗଳ ଓ ବୁଧବାର: ଲାଭର ନୂଆ ଅବସର ମିଳିବ। ଗୁରୁ ଓ ଶୁକ୍ରବାର: ସାମାଜିକ ମେଳମିଳାପ ବଢ଼ିବ। ଶନିବାର: କୌଣସି କାମରେ ଫାଇଦା ହୋଇପାରେ।

ରବି ଓ ସୋମବାର: ଉଚିତ ସମୟର ଜ୍ଞାନ ରଖନ୍ତୁ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ମଜଭୁତ ରହିବ। ଗୁରୁ ଓ ଶୁକ୍ରବାର: କୌଣସି ମାମଲାରେ ବଡ଼ଙ୍କ ସାହାଯ୍ୟ ମିଳିବ। ଶନିବାର: ନୂଆ ଦାୟିତ୍ଵ ମିଳିପାରେ।

ରବି ଓ ସୋମବାର: ମନର ଆଶା ପୂରା ହେବ। ମଙ୍ଗଳ ଓ ବୁଧବାର: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ଗୁରୁ ଓ ଶୁକ୍ରବାର: ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ରବି ଓ ସୋମବାର: ନୂଆ ପରିଯୋଜନା ମିଳିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ପକ୍ଷ ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ମିଳିବ। ଶନିବାର: ସ୍ୱାସ୍ଥ୍ୟ ଠିକ୍‌ ଓ ସତେଜ ରହିବ।

ରବି ଓ ସୋମବାର: କୌଣସି ବିଶେଷ କାମ କରିବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ବଢ଼ିଆ ରହିବ। ଗୁରୁ ଓ ଶୁକ୍ରବାର: ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲିଯିବେ। ଶନିବାର: ଦିନଟି ବ୍ୟସ୍ତତାରେ କଟିବ।

ରବି ଓ ସୋମବାର: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢ଼ିବେ। ମଙ୍ଗଳ ଓ ବୁଧବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ପକ୍ଷ ମଜଭୁତ ହେବ। ଶନିବାର: କାମ ସମୟରେ ପୂରା ହେବ।

ରବି ଓ ସୋମବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ। ଗୁରୁ ଓ ଶୁକ୍ରବାର: ଘରର ମାହୋଲ ଖୁସି ଭରା ରହିବ। ଶନିବାର: ଧନଲାଭ ହେବ।

ସମ୍ବନ୍ଧିତ ଖବର