ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଧନସଂପତ୍ତି ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଆପଣଙ୍କ ସଫଳତା ସୁନିଶ୍ଚିତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ସହଯୋଗୀଙ୍କ ସହଯୋଗ ପାଇବେ। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

ରବିବାର: କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: ନୂଆ ରଣକୌଶଳ ଲାଭଦାୟକ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର: ପ୍ରଗତିରେ ଗତିରୋଧ ହେବ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ସୋମ ଓ ମଙ୍ଗଳବାର: ସାମାଜିକ କ୍ଷେତ୍ରରେ ପ୍ରଭାବ ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ଆପଣଙ୍କ କାମର ପ୍ରଶଂସା ହେବ। ଶନିବାର: ଆୟ ବଢ଼ିବ।

ରବିବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ସୋମ ଓ ମଙ୍ଗଳବାର: କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କ କାର୍ଯ୍ୟରେ ସଫଳ ରହିବେ। ଶନିବାର: ବ୍ୟବସାୟରେ ଫାଇଦା ହେବ।

ରବିବାର: କାମ ପୂରା ହେବାରୁ ମନ ପ୍ରସନ୍ନ ରହିବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାମ ଆଡ଼କୁ ଆଗ୍ରହ ବଢ଼ିବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବିବାର: ସବୁ କାମ ମନମୁତାବକ ହୋଇପାରେ। ସୋମ ଓ ମଙ୍ଗଳବାର: ଆୟର ନୂଆ ସ୍ରୋତ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: କିଛି ମୁସ୍କିଲ୍‌ର ସାମ୍‌ନା କରିବାକୁ ପଡ଼ିପାରେ। ଶନିବାର: ଜରୁରୀ କାମ ପୂରା ହୋଇଯିବ।

ରବିବାର: କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଆସିପାରେ। ସୋମ ଓ ମଙ୍ଗଳବାର: ରାଜନୀତିରେ ବଡ଼ ଦାୟିତ୍ଵ ମିଳିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କ ଚେଷ୍ଟା ସଫଳ ହେବ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ନୂଆ ଯୋଜନା ପ୍ରସ୍ତୁତ କରିବେ। ସୋମ ଓ ମଙ୍ଗଳବାର: କୌଣସି ପ୍ରକାର ବାଦବିବାଦ ଠାରୁ ଦୂରରେ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରୀଙ୍କୁ ବଡ଼ ଲାଭ ହୋଇପାରେ। ଶନିବାର: ମାନସମ୍ମାନ ପାଇବେ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଆପଣଙ୍କର ସାକ୍ଷାତ ପୁରୁଣା ବନ୍ଧୁଙ୍କ ସହିତ ହୋଇପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଭାବିଥିବା କାମ ପୂରା ହେବ। ଶନିବାର: ଭଲ ଖବର ମିଳିବାର ସମ୍ଭାବନା।

ରବିବାର: ନୂଆ ଦାୟିତ୍ଵ ମିଳିପାରେ। ସୋମ ଓ ମଙ୍ଗଳବାର: ରାଜନୀତିରେ ଲାଭ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ସଫଳତା ମିଳିବ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ସୋମ ଓ ମଙ୍ଗଳବାର: ସମାଜରେ ପ୍ରତିଷ୍ଠା ବଜାୟ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: କାରବାରରେ ଧନଲାଭ ହେବ। ଶନିବାର: ନୂଆ ପରିଯୋଜନା ମିଳିବ।

ରବିବାର: ସଫଳତାର ପାହାଚ ଚଢ଼ିବେ। ସୋମ ଓ ମଙ୍ଗଳବାର: ଆପଣଙ୍କର ନୂଆ ଲୋକଙ୍କ ସହିତ ମିଷ୍ଟାଳାପ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆଶାଠୁ ଅଧିକ ଧନଲାଭ ହେବ। ଶନିବାର: ଉନ୍ନତିର ନୂଆ ମାର୍ଗ ଖୋଲିବ।

ସମ୍ବନ୍ଧିତ ଖବର