ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କର ସକାରାତ୍ମକ ବିଚାର କାହାରିକୁ ପ୍ରଭାବିତ କରିପାରେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ରବି ଓ ସୋମବାର: ପରିବାରରେ ଅଶାନ୍ତି ବଢ଼ିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଆଙ୍କୁ ସଫଳତା ମିଳିବ। ଶୁକ୍ର ଓ ଶନିବାର: ଲୋକମାନଙ୍କ ସହିତ ମିଶିବା ଆପଣଙ୍କ ଲାଗି ଲାଭପ୍ରଦ ହେବ।

ରବି ଓ ସୋମବାର: ସବୁ ଇଚ୍ଛା ପୂରଣ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ପରିଶ୍ରମ କରନ୍ତୁ ସୁଫଳ ପାଇବେ। ଶୁକ୍ର ଓ ଶନିବାର: ବିଶିଷ୍ଟ ଲୋକଙ୍କ ସହିତ ମିଶିବା ଆପଣଙ୍କ ଲାଗି ଲାଭପ୍ରଦ ହେବ।

ରବି ଓ ସୋମବାର: ଆର୍ଥିକ ରୂପେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କୁ ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ଉଭୟ ମିଳିବ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ନିଜ କାମରେ ଭଲ ପରିଣାମ ମିଳିବ। ଶୁକ୍ର ଓ ଶନିବାର: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ।

ରବି ଓ ସୋମବାର: ଆପଣଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: କୌଣସି ନିକଟ ମିତ୍ରଙ୍କ ସହିତ ସାକ୍ଷାତ ହୋଇପାରେ।

ରବି ଓ ସୋମବାର: ପରିଶ୍ରମର ଫଳ ଅବଶ୍ୟ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ରେ ଆପଣଙ୍କୁ ଅଧିକ କାମ ମିଳିପାରେ। ଶୁକ୍ର ଓ ଶନିବାର: ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ।

 

 

 

 

 

 

 

 

ରବି ଓ ସୋମବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସରକାରୀ ଚାକିରିଆଙ୍କ ଲାଗି ସମୟ ଠିକ୍‌ ରହିବ। ଶୁକ୍ର ଓ ଶନିବାର: ରାଜନୀତିରେ କିଛି ଆଶା ପୂରଣ ହେବ।

ରବି ଓ ସୋମବାର: ପରିବାରରେ ସମ୍ମାନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଶୁକ୍ର ଓ ଶନିବାର: ବେପାରରେ ଅଚାନକ ଧନଲାଭର ଅବସର ମିଳିବ।

ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ। ଶୁକ୍ର ଓ ଶନିବାର: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ।

ରବି ଓ ସୋମବାର: ଆୟର ନୂଆ ସାଧନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁକ୍ର ଓ ଶନିବାର: ଆପଣ କୌଣସି ନୂଆ କାମ କରିବା ଲାଗି ଭାବିବେ।

ରବି ଓ ସୋମବାର: ଆପଣଙ୍କର ପୁରୁଣା ଇଚ୍ଛା ପୂରଣ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଛାତ୍ରଙ୍କୁ କୌଣସି ପରିଯୋଜନାରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ।

ସମ୍ବନ୍ଧିତ ଖବର