ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ମନରେ ନୂଆ ନୂଆ ବିଚାର ଆସିବ। ବୁଧ ଓ ଗୁରୁବାର: ନିକଟ ସଂପର୍କୀୟଙ୍କ ଦ୍ଵାରା ଫାଇଦା ହେବ। ଶୁକ୍ର ଓ ଶନିବାର: ଭାବିଥିବା କାମ ପୂରା ହୋଇଯିବ।

ବୃଷ: ରବିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ସୋମ ଓ ମଙ୍ଗଳବାର: କମ୍‌ ପରିଶ୍ରମରେ ଅଧିକ ଲାଭ ହେବ। ବୁଧ ଓ ଗୁରୁବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର: କାନୁନ ମାମଲରେ ଆରାମ ମିଳିବ।


ମିଥୁନ:ରବିବାର: ନେତାଙ୍କ ଲାଗି ଦିନଟି ଭଲ ରହିବ। ସୋମ ଓ ମଙ୍ଗଳବାର: ଖର୍ଚ୍ଚ ବଢ଼ିପାରେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ନିକଟ ସଂପର୍କୀୟଙ୍କ ଦ୍ଵାରା ଫାଇଦା ହେବ।


କର୍କଟ: ରବିବାର: ମିତ୍ରଙ୍କ ସହଯୋଗ ମିଳିବ। ସୋମ ଓ ମଙ୍ଗଳବାର: ଭାବିଥିବା ଅଚାନକ ପୂରା ହେବ। ବୁଧ ଓ ଗୁରୁବାର: ଅଫିସ୍‌ରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶୁକ୍ର ଓ ଶନିବାର: ସୁଖ ସୁବିଧା ବୃଦ୍ଧି ହେବ।

ସିଂହ: ରବିବାର: କାରବାର ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ଆପଣଙ୍କ ବିଚାରର ପ୍ରଶଂସା ହେବ। ଶୁକ୍ର ଓ ଶନିବାର: ତର୍କ ଶକ୍ତି କାମରେ ଆସିବ।


କନ୍ୟା: ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ସବୁ କାମ ସକାରାତ୍ମକ ରୂପେ ପୂରା ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଧନଲାଭ ହେବ। ଶୁକ୍ର ଓ ଶନିବାର: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ।

ତୁଳା: ରବିବାର: ଉନ୍ନତି ଲାଗି ଯୋଜନା କରିବେ। ସୋମ ଓ ମଙ୍ଗଳବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଧ ଓ ଗୁରୁବାର: ବେକାରଙ୍କୁ ରୋଜଗାର ମିଳିବ। ଶୁକ୍ର ଓ ଶନିବାର: ସୁସମ୍ବାଦ ମିଳିବ।

ବିଛା: ରବିବାର: ସବୁ ସମସ୍ୟାର ସମାଧାନ ହେବ। ସୋମ ଓ ମଙ୍ଗଳବାର: କାରବାରୀଙ୍କ ଲାଗି ସମୟ ଲାଭପ୍ରଦ। ବୁଧ ଓ ଗୁରୁବାର: ବଡ଼ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

ଧନୁ: ରବିବାର: ଛାତ୍ରଙ୍କୁ ମିତ୍ରଙ୍କ ସହାୟତା ମିଳିବ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ଦାୟିତ୍ଵ ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଧନଲାଭ ହେବ। ଶୁକ୍ର ଓ ଶନିବାର: କାମ ପ୍ରତି ସଚେତନ ରହନ୍ତୁ।

ମକର: ରବିବାର: କ୍ୟାରିୟର୍‌ରେ ନୂଆ ମୋଡ଼ ନେବ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଫାଇଦା ହେବ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।

କୁମ୍ଭ: ରବିବାର: ଦିନଟି ବ୍ୟସ୍ତତାରେ କଟିବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ବାଣୀ ଉପରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର: ପଢ଼ାଲେଖାରେ ସାଥୀଙ୍କ ସାହାଯ୍ୟ ମିଳିବ।

ମୀନ: ରବିବାର: ପ୍ରେମ ସଂପର୍କ ନିବିଡ଼ ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଭାଗୀଦାରିଙ୍କ ସହିତ ମତଭେଦ ହୋଇପାରେ। ଶୁକ୍ର ଓ ଶନିବାର: ମାନପ୍ରତିଷ୍ଠା ବୃଦ୍ଧି ହେବ।

ସମ୍ବନ୍ଧିତ ଖବର