ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:ରବି ଓ ସୋମବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ମଙ୍ଗଳ ଓ ବୁଧବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ଗୁରୁ, ଶୁକ୍ର ଓ ଶନିବାର: କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ।

 

ବୃଷ: ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ।

 

ମିଥୁନ: ରବି ଓ ସୋମବାର: ସଂଘର୍ଷ ଫଳ ସନ୍ତୋଷଜନକ ହେବ। ମଙ୍ଗଳ ଓ ବୁଧବାର: କୌଣସି ଉଚ୍ଚପଦ ପ୍ରାପ୍ତ ହେବ। ଗୁରୁ, ଶୁକ୍ର ଓ ଶନିବାର: ସାକ୍ଷାତକାରରେ ସଫଳତା ହାସଲ କରିବେ। ବନ୍ଧୁଙ୍କୁ ମନର କଥା କହିବେ।

 

କର୍କଟ: ରବି ଓ ସୋମବାର: ଆପଣଙ୍କୁ ବଡ଼ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ମନର ଆଶା ପୂରା ହେବ। ଗୁରୁ, ଶୁକ୍ର ଓ ଶନିବାର: ଆପଣଙ୍କ ସମ୍ମୁଖକୁ ନୂଆ ଅହ୍ଵାନ ଆସିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ହେବ।

 

ସିଂହ: ରବି ଓ ସୋମବାର: ଅତିଥି ସତ୍କାର କରିବେ। ମଙ୍ଗଳ ଓ ବୁଧବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ସୁଯୋଗ ଆସିବ ଏବଂ ମାନ ସମ୍ମାନ ମିଳିବ।

 

କନ୍ୟା: ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ମଙ୍ଗଳ ଓ ବୁଧବାର: କାମରେ ସଫଳତା ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଶକ୍ତିଶାଳୀ ରହିବେ ଏବଂ ଆର୍ଥିକ ସ୍ଥିତି ଠିକ୍‌ ରହିବ।

 

ତୁଳା:ରବି ଓ ସୋମବାର: ସ୍ୱଭାବରେ ଗମ୍ଭୀରତା ବଜାୟ ରହିବ। ମଙ୍ଗଳ ଓ ବୁଧବାର: ଜୀବନସାଥୀଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: କାରବାର ବୃଦ୍ଧି ଲାଗି ସମୟ ଭଲ।

 


ବିଛା: ରବି ଓ ସୋମବାର: କୌଣସି ସ୍ୱପ୍ନ ପୂରା ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: ପରିଶ୍ରମ ଅଧିକ କରନ୍ତୁ, ସଫଳତା ମିଳିବା ଯୋଗ ରହିଛି।

 

ଧନୁ: ରବି ଓ ସୋମବାର: ଯାହା ବି କାମ କରିବେ ସହଜରେ ପୂରା ହେବ। ମଙ୍ଗଳ ଓ ବୁଧବାର: ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ବନ୍ଧୁ ଆପଣଙ୍କୁ ଉପହାର ଦେବେ।

 

ମକର: ରବି ଓ ସୋମବାର: ଯାହା ବି କାମ କରିବେ ସହଜରେ ପୂରା ହେବ। ମଙ୍ଗଳ ଓ ବୁଧବାର: ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ବନ୍ଧୁ ଆପଣଙ୍କୁ ଉପହାର ଦେବେ।

 


କୁମ୍ଭ: ରବି ଓ ସୋମବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ। ମଙ୍ଗଳ ଓ ବୁଧବାର: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ସମୟ। ଗୁରୁ, ଶୁକ୍ର ଓ ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ ଏବଂ ରାଜନେତାଙ୍କ ସାହାଯ୍ୟ ପାଇବେ।

 

ମୀନ: ରବି ଓ ସୋମବାର: ପ୍ରୟାସରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଭ୍ରମଣ ଓ ମଉଜ ମଜଲିସ୍‌ରେ ମନ ଖୁସି ରହିବ। ଗୁରୁ, ଶୁକ୍ର ଓ ଶନିବାର: ରାଜନୈତିକ ସୀମା ବଢ଼ିବ ଏବଂ ବାକିଆ ପଇସା ମିଳିବ।

ସମ୍ବନ୍ଧିତ ଖବର