ଜାଣନ୍ତୁ ଏସପ୍ତାହର ରାଶିଫଳ


ରବି ଓ ସୋମବାର: ଭାବିଥିବା ସବୁ କାମ ପୂରା ହେବ। ମଙ୍ଗଳ ଓ ବୁଧବାର: କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ। ଗୁରୁ ଓ ଶୁକ୍ରବାର: ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ଶନିବାର: ଉପହାର ପାଇବେ।

 

ରବି ଓ ସୋମବାର: ଅଫିସ୍‌ କାମରେ ବୋଝ ବଢ଼ିବ। ମଙ୍ଗଳ ଓ ବୁଧବାର: ଚାକିରିରେ ପଦୋନ୍ନତି ମିଳିବ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କୁ ମନର କଥା କହିବେ। ଶନିବାର: ଆର୍ଥିକ ସ୍ଥିତି ଭଲ ରହିବ।

 

ରବି ଓ ସୋମବାର: ଆପଣଙ୍କୁ ବଡ଼ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ଗୁରୁ ଓ ଶୁକ୍ରବାର: ଆପଣଙ୍କ ସମ୍ମୁଖକୁ ନୂଆ ଅହ୍ଵାନ ଆସିବ। ଶନିବାର: ବନ୍ଧୁଙ୍କ ମତଭେଦ ହୋଇପାରେ।

 

ରବି ଓ ସୋମବାର: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ମାନସମ୍ମାନ ମିଳିବ। ଶନିବାର: ନୂଆ ଅବସର ଆସିବ।

 

ରବି ଓ ସୋମବାର: ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହନ୍ତୁ। ମଙ୍ଗଳ ଓ ବୁଧବାର: ଉନ୍ନତିର ରାସ୍ତା ଖୋଲିବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ପକ୍ଷ ମଜଭୁତ ହେବ। ଶନିବାର: ମହିଳାଙ୍କ ଲାଗି ଭଲ ସମୟ।

 

ରବି ଓ ସୋମବାର: ଘରୋଇ ଦାୟିତ୍ଵ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ସ୍ଥଗିତ ଥିବା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ଶନିବାର: ଅଚାନକ ଧନଲାଭ ହେବ।

 

ରବି ଓ ସୋମବାର: ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ ବୃଦ୍ଧି ଲାଗି ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବୃଦ୍ଧି ହୋଇପାରେ। ଶନିବାର: ବନ୍ଧୁଙ୍କର ସହଯୋଗ ମିଳିବ।

 


ରବି ଓ ସୋମବାର: ଯାହା ବି କାମ କରିବେ ସହଜରେ ପୂରା ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରୁ ବଡ଼ ସଉଦାରୁ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଚାକିରିରେ ଉନ୍ନତି ହେବ। ଶନିବାର: କିଛି ଆଶା ପୂରା ହେବ।

 

ରବି ଓ ସୋମବାର: ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ନାମ ଓ ଯଶ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ସେବା ସତ୍କାରରେ ସମୟ କଟିବ।

 


ରବି ଓ ସୋମବାର: ବ୍ୟବସାୟରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଗୁରୁ ଓ ଶୁକ୍ରବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଶନିବାର: କାରବାରୀଙ୍କ ଲାଗି ଭଲ ସମୟ।

 

ରବି ଓ ସୋମବାର: ପ୍ରୟାସରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଘରର ବଡ଼ ଖୁସି ଆସିପାରେ। ଗୁରୁ ଓ ଶୁକ୍ରବାର: ଶାରୀରିକ ଦୃଷ୍ଟିରୁ ଅସୁସ୍ଥ ଅନୁଭବ କରିବେ। ଶନିବାର: ବାକିଆ ପଇସା ମିଳିବ।

 


ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଧନଲାଭର ନୂଆ ରାସ୍ତା ଖୋଲିବ। ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

ସମ୍ବନ୍ଧିତ ଖବର