ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସବୁ କାମ ସହଜରେ ପୂରା ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ରବି ଓ ସୋମବାର ଜମାପୁଞ୍ଜି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ବିଶେଷ କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: ସମସ୍ୟାର ନିବାରଣ ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ଧନପ୍ରାପ୍ତି ହୋଇପାରେ।

ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହୋଇପାରେ। ଗୁରୁ ଓ ଶୁକ୍ରବାର: ସହପାଠୀଙ୍କୁ ନିଜ କଥା କହିବେ। ଶନିବାର: ନୂଆ କୌଶଳ ଶିଖିବେ।

ରବି ଓ ସୋମାବାର: ରାଜନୀତିରେ ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଗୁରୁ ଓ ଶୁକ୍ରବାର: ସବୁ ଅଶାନ୍ତି ଦୂର ହେବ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ନୂଆ କାମ କରିବା ଲାଗି ଭାବିବେ। ମଙ୍ଗଳ ଓ ବୁଧବାର: ସମସ୍ୟାର ସମାଧାନ ବାହାରିବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ଜମି କିଣିପାରନ୍ତି।

ରବି ଓ ସୋମବାର: ମନ ଶାନ୍ତ ରହିବ। ମଙ୍ଗଳ ଓ ବୁଧବାର: କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଶିକ୍ଷକଙ୍କ ଲାଗି ସମୟ ଭଲ। ଶନିବାର: ଜୀବନସାଥୀଙ୍କୁ ଉପହାର ଦେବେ।

ରବି ଓ ସୋମବାର: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଦି’ ଗୁଣା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ସୁଧାର ଆଣିବେ। ଶନିବାର: କାମ ସଂପୂର୍ଣ୍ଣ ହେବ।

ରବି ଓ ସୋମବାର: ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ରହିବ। ମଙ୍ଗଳ ଓ ବୁଧବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: ଚାକିରିର ପ୍ରସ୍ତାବ ଆସିବ। ଶନିବାର: ଛାତ୍ରଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: ଜୀବନରେ କିଛି ପରିବର୍ତ୍ତନ ଆସିବ। ମଙ୍ଗଳ ଓ ବୁଧବାର: ରଚନାତ୍ମକ କାମରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର ବେପାରରେ ଲାଭ ହେବ। ଶନିବାର: ସୁଖ ସମୃଦ୍ଧି ବୃଦ୍ଧି ହେବ।

ରବି ଓ ସୋମବାର: ପ୍ରେମିକାଙ୍କୁ ଉପହାର ଦେବେ। ମଙ୍ଗଳ ଓ ବୁଧବାର: ସମାଜରେ ଯଶ ଖ୍ୟାତି ବଢ଼ିବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ଶନିବାର: ଆଶା ପୂରଣ ହେବ।

ରବି ଓ ସୋମବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ମଙ୍ଗଳ ଓ ବୁଧବାର: ପ୍ରେମ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଆଶାଠୁଁ ଅଧିକ ଧନଲାଭ ହେବ। ଶନିବାର: ନୂଆ କାମ ରୁଚି ବଢ଼ିବ।

ସମ୍ବନ୍ଧିତ ଖବର