ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆୟ ସ୍ରୋତରେ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ସ୍ତରରେ ପ୍ରଭାବ ବଢ଼ିବ। ଗୁରୁ ଓ ଶୁକ୍ରବାର: ସବୁ ଅଶାନ୍ତି ଦୂର ହେବ। ଶନିବାର: କୌଣସି ଖୁସି ଖବର ପାଇବେ।

ରବିବାର: ସମ୍ବନ୍ଧରେ ସୁଧାର ଆଣିବେ। ସୋମ, ମଙ୍ଗଳ ଓ ବୁଧବାର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଗୁରୁ ଓ ଶୁକ୍ରବାର: ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। ଶନିବାର: ଧନଲାଭ ହେବ।

ରବିବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ସୋମ, ମଙ୍ଗଳ ଓ ବୁଧବାର: ଭଲ ଜାଗାରେ ଚାକିରି ମିଳିପାରେ। ଗୁରୁ ଓ ଶୁକ୍ରବାର: ଲେଖକଙ୍କ ଲାଗି ସମୟ ଭଲ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ସବୁ ଇଚ୍ଛା ପୂର୍ତ୍ତି ହେବ। ସୋମ, ମଙ୍ଗଳ ଓ ବୁଧବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଗୁରୁ ଓ ଶୁକ୍ରବାର: ପରିଶ୍ରମର ଫଳ ପାଇବେ। ଶନିବାର: ଚାକିରିଜୀବୀଙ୍କୁ ଲାଭ ମିଳିବ।

ରବିବାର: ବନ୍ଧୁ ସହିତ ଦେଖା ହେବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଗୁରୁ ଓ ଶୁକ୍ରବାର: ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ ରହିବ। ଶନିବାର: ଚିନ୍ତା ମୁକ୍ତ ରହିବେ।

ରବିବାର: ଆର୍ଥିକ ଲାଭର ସମ୍ଭାବନା। ସୋମ, ମଙ୍ଗଳ ଓ ବୁଧବାର: ରଚନାତ୍ମକ କାମରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ଶନିବାର: ବେପାରରେ ବୃଦ୍ଧି ହେବ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳ ହେବେ। ଗୁରୁ ଓ ଶୁକ୍ରବାର: ରାଜନୀତିକ କାର୍ଯ୍ୟରେ ମନ ଲାଗିବ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବିବାର: ଜମିରେ ନିବେଶ କରିପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: କିଛି ନୂଆ ଶିଖିବାର ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ଶନିବାର: ଭଲ ଖବର ପାଇବେ।

ରବିବାର: ବନ୍ଧୁଠାରୁ ଉପହାର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଚାକିରି ବୃତ୍ତିରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ଶନିବାର: ଅଧୁରା କାମ ପୂରା ହେବ।

ରବିବାର: ସୁସମ୍ବାଦ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଗୁରୁ ଓ ଶୁକ୍ରବାର: ଧନଧାନ୍ୟ ବୃଦ୍ଧି ହେବ। ଶନିବାର: ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ।

ରବିବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ଧର୍ମ ସ୍ଥାନକୁ ଯାଇପାରନ୍ତି। ଶନିବାର: ଧନପ୍ରାପ୍ତି ହୋଇପାରେ।

ରବିବାର: ବିବାହ ଲାଗି ପ୍ରସ୍ତାବ ଆସିପାରେ। ସୋମ, ମଙ୍ଗଳ ଓ ବୁଧବାର: କାମର ପ୍ରଶଂସା ହେବ। ଗୁରୁ ଓ ଶୁକ୍ରବାର: ପରିବାରରେ ସୁଖଦ ପରିବେଶ ରହିବ। ଶନିବାର: ଅଫିସ୍‌ରେ ନୂଆ ଦାୟିତ୍ବ ପାଇବେ।

ସମ୍ବନ୍ଧିତ ଖବର