ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଘରର କ୍ଳେଶ ଦୂର ହେବ। ମଙ୍ଗଳ ଓ ବୁଧବାର: ରାଜନୀତିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଗୁରୁ ଓ ଶୁକ୍ରବାର: ପୂର୍ବ କଥାକୁ ନେଇ ପଶ୍ଚାତ୍ତାପ କରିବେ। ଶନିବାର: ଭଲ ଖବର ପାଇବେ।

ରବି ଓ ସୋମବାର: ସମସ୍ୟାର ନିବାରଣ ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ନୂଆ କୌଶଳ ଶିଖିବେ। ଶନିବାର: ନୂଆ କାର୍ଯ୍ୟର ଯୋଜନା କରିବେ।

ରବି ଓ ସୋମବାର: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ। ମଙ୍ଗଳ ଓ ବୁଧବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ଧନପ୍ରାପ୍ତି ହେବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

ରବି ଓ ସୋମବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ବିଲ୍‌ଡର୍ସଙ୍କୁ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଶନିବାର: ବାଲ୍ୟ ବନ୍ଧୁ ସହିତ ଦେଖା ହେବ।

ରବି ଓ ସୋମବାର: ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିବେ। ମଙ୍ଗଳ ଓ ବୁଧବାର: ଧନଲାଭର ସୁଯୋଗ ଆସିବ। ଗୁରୁ ଓ ଶୁକ୍ରବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।

ରବି ଓ ସୋମବାର: ବ୍ୟବସାୟରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ସାହାଯ୍ୟ ପାଇବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ମଙ୍ଗଳ ଓ ବୁଧବାର: ଅଧିକା କାମ ସଂପୂର୍ଣ୍ଣ ହୋଇଯିବ। ଗୁରୁ ଓ ଶୁକ୍ରବାର: ପରିଶ୍ରମର ଫଳ ପାଇବେ। ଶନିବାର: ଲେଖକଙ୍କ ସମୟ ଭଲ।

ରବି ଓ ସୋମବାର: ଛାତ୍ରଙ୍କୁ ଭଲ ପରିଣାମ ମିଳିବ। ମଙ୍ଗଳ ଓ ବୁଧବାର: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଗୁରୁ ଓ ଶୁକ୍ରବାର: ଦୋକାନୀଙ୍କୁ ଭଲ ଲାଭ ମିଳିବ। ଶନିବାର: ସବୁ ଇଚ୍ଛା ପୂରା ହେବ।

ରବି ଓ ସୋମବାର: ଆର୍ଥିକ ଲାଭର ସମ୍ଭାବନା। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପରିବାରର ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଶନିବାର: ବରିଷ୍ଠଙ୍କ ସାହାଯ୍ୟ ପାଇବେ।

ରବି ଓ ସୋମବାର: ଗବେଷଣା କାମରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ଅଧୁରା କାମ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ଶନିବାର: ସବୁ ଇଚ୍ଛା ପୂର୍ତ୍ତି ହେବ।

ରବି ଓ ସୋମବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ପ୍ରେମ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଆଶାଠୁ ଅଧିକ ଧନଲାଭ ହେବ। ଶନିବାର: ରାଜନୀତିକ କାର୍ଯ୍ୟରେ ମନ ଲାଗିବ।

ରବି ଓ ସୋମବାର: ଘରେ ସୁଖ ଶାନ୍ତି ବଜାୟ ରହିବ। ମଙ୍ଗଳ ଓ ବୁଧବାର: ବନ୍ଧୁ ସହିତ ବିବାଦ ହେବ। ଗୁରୁ ଓ ଶୁକ୍ରବାର: ଧାର୍ମିକ କାମରେ ଆସ୍ଥା ବଢ଼ିବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ସମ୍ବନ୍ଧିତ ଖବର