/sambad/media/post_attachments/wp-content/uploads/2017/11/ms-1.jpg) ରବି, ସୋମ ଓ ମଙ୍ଗଳବାର: କିଛି ନା କିଛି ଇଚ୍ଛା ପୂରା ହେବ। ବୁଧ ଓ ଗୁରୁବାର: ବିଜ୍ଞାନ ଛାତ୍ରଙ୍କ ଲାଗି ସମୟ ଅନୁକୂଳ। ଶୁକ୍ର ଓ ଶନିବାର: ପ୍ରିୟତମଙ୍କୁ ମନର କଥା କହିବେ।
ରବି, ସୋମ ଓ ମଙ୍ଗଳବାର: କିଛି ନା କିଛି ଇଚ୍ଛା ପୂରା ହେବ। ବୁଧ ଓ ଗୁରୁବାର: ବିଜ୍ଞାନ ଛାତ୍ରଙ୍କ ଲାଗି ସମୟ ଅନୁକୂଳ। ଶୁକ୍ର ଓ ଶନିବାର: ପ୍ରିୟତମଙ୍କୁ ମନର କଥା କହିବେ।
/sambad/media/post_attachments/wp-content/uploads/2017/11/brus-290x300.jpg) ରବି, ସୋମ ଓ ମଙ୍ଗଳବାର: ଧର୍ମକର୍ମରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ଶୁକ୍ର ଓ ଶନିବାର: କାମରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବେ।
ରବି, ସୋମ ଓ ମଙ୍ଗଳବାର: ଧର୍ମକର୍ମରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ଶୁକ୍ର ଓ ଶନିବାର: କାମରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବେ।
/sambad/media/post_attachments/wp-content/uploads/2017/11/mithun.jpg) ରବି, ସୋମ ଓ ମଙ୍ଗଳବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ସଫଳତା ମିଳିବ। ଶୁକ୍ର ଓ ଶନିବାର: ନିଜର ଊର୍ଜାକୁ ଭଲ କାର୍ଯ୍ୟରେ ଲଗାଇବେ।
ରବି, ସୋମ ଓ ମଙ୍ଗଳବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ସଫଳତା ମିଳିବ। ଶୁକ୍ର ଓ ଶନିବାର: ନିଜର ଊର୍ଜାକୁ ଭଲ କାର୍ଯ୍ୟରେ ଲଗାଇବେ।
/sambad/media/post_attachments/wp-content/uploads/2017/11/karkat.jpg) ରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ବୁଧ ଓ ଗୁରୁବାର: ବ୍ୟବହାରରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର: ବେପାରରେ ଉଚିତ ଲାଭ ପ୍ରାପ୍ତି ହେବ।
ରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ବୁଧ ଓ ଗୁରୁବାର: ବ୍ୟବହାରରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର: ବେପାରରେ ଉଚିତ ଲାଭ ପ୍ରାପ୍ତି ହେବ।
/sambad/media/post_attachments/wp-content/uploads/2017/11/singha.jpg) ରବି, ସୋମ ଓ ମଙ୍ଗଳବାର: ନୂଆ ସ୍ରୋତରୁ ଧନଲାଭ ହେବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ମହତ୍ତ୍ୱପୂର୍ଣ୍ଣ କାମ ଠିକ୍ ସମୟରେ ସଂପୂର୍ଣ୍ଣ କରିନେବେ।
ରବି, ସୋମ ଓ ମଙ୍ଗଳବାର: ନୂଆ ସ୍ରୋତରୁ ଧନଲାଭ ହେବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ମହତ୍ତ୍ୱପୂର୍ଣ୍ଣ କାମ ଠିକ୍ ସମୟରେ ସଂପୂର୍ଣ୍ଣ କରିନେବେ।
/sambad/media/post_attachments/wp-content/uploads/2017/11/kanya.jpg) ରବି, ସୋମ ଓ ମଙ୍ଗଳବାର: କାମରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ପାରିବାରିକ ସମସ୍ୟାର ସମାଧାନ ବାହାରିବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।
ରବି, ସୋମ ଓ ମଙ୍ଗଳବାର: କାମରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ପାରିବାରିକ ସମସ୍ୟାର ସମାଧାନ ବାହାରିବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।
/sambad/media/post_attachments/wp-content/uploads/2017/11/tula.jpg) ରବି, ସୋମ ଓ ମଙ୍ଗଳବାର: ଚାକିରି ବ୍ୟବସାୟରେ ଉନ୍ନତି କରିବେ। ବୁଧ ଓ ଗୁରୁବାର: ପରିବାର ଲୋକଙ୍କ ପାଇଁ ସମୟ ଦେବେ। ଶୁକ୍ର ଓ ଶନିବାର: ସମାଜରେ ଭଲ ଛବି ଗଢ଼ଣ ହେବ।
ରବି, ସୋମ ଓ ମଙ୍ଗଳବାର: ଚାକିରି ବ୍ୟବସାୟରେ ଉନ୍ନତି କରିବେ। ବୁଧ ଓ ଗୁରୁବାର: ପରିବାର ଲୋକଙ୍କ ପାଇଁ ସମୟ ଦେବେ। ଶୁକ୍ର ଓ ଶନିବାର: ସମାଜରେ ଭଲ ଛବି ଗଢ଼ଣ ହେବ।
/sambad/media/post_attachments/wp-content/uploads/2017/11/bicha.jpg) ରବି, ସୋମ ଓ ମଙ୍ଗଳବାର: ଜୀବିକାରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବୁଧ ଓ ଗୁରୁବାର: ବ୍ୟକ୍ତିଗତ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧରେ କଟୁତା ଦୂର ହେବ।
ରବି, ସୋମ ଓ ମଙ୍ଗଳବାର: ଜୀବିକାରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବୁଧ ଓ ଗୁରୁବାର: ବ୍ୟକ୍ତିଗତ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧରେ କଟୁତା ଦୂର ହେବ।
/sambad/media/post_attachments/wp-content/uploads/2017/10/dhanu.jpg) ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ବୁଧ ଓ ଗୁରୁବାର: ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।
ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ବୁଧ ଓ ଗୁରୁବାର: ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।
/sambad/media/post_attachments/wp-content/uploads/2017/11/makar.jpg) ରବି, ସୋମ ଓ ମଙ୍ଗଳବାର: ପରିବାରରେ ସମ୍ମାନ ମିଳିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶୁକ୍ର ଓ ଶନିବାର: ଅଫିସ୍ରେ ଲାଗି ରହିଥିବା ଝଞ୍ଜଟର ସମାଧାନ ହେବ।
ରବି, ସୋମ ଓ ମଙ୍ଗଳବାର: ପରିବାରରେ ସମ୍ମାନ ମିଳିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶୁକ୍ର ଓ ଶନିବାର: ଅଫିସ୍ରେ ଲାଗି ରହିଥିବା ଝଞ୍ଜଟର ସମାଧାନ ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
ରବି, ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ବୁଧ ଓ ଗୁରୁବାର: ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ। ଶୁକ୍ର ଓ ଶନିବାର: ମିତ୍ରଙ୍କୁ ସହାୟତା କରିବାର ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/mina.jpg) ରବି, ସୋମ ଓ ମଙ୍ଗଳବାର: ଆୟର ନୂଆ ସାଧନ ମିଳିବ। ବୁଧ ଓ ଗୁରୁବାର: ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଉତ୍ତମ ରହିବ।
ରବି, ସୋମ ଓ ମଙ୍ଗଳବାର: ଆୟର ନୂଆ ସାଧନ ମିଳିବ। ବୁଧ ଓ ଗୁରୁବାର: ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଉତ୍ତମ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/weekly-rasifal-2.jpg)
