publive-imageରବିବାର: ରାଜନୀତିରେ ଉଚ୍ଚପଦ ମିଳିପାରେ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ବୁଧ ଓ ଗୁରୁବାର: ନୂଆ କାମ ମିଳିପାରେ। ଶୁକ୍ର ଓ ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

Advertisment

publive-imageରବିବାର: ନୂଆ କାମ ଶିଖିବାକୁ ମିଳିବ। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ପ୍ରଗତି ପଥରେ ଅଗ୍ରସର ହେବେ।

publive-imageରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ସମସ୍ୟାର ସମାଧାନ ହେବ। ବୁଧ ଓ ଗୁରୁବାର: କାର୍ଯ୍ୟଭାର ବଢ଼ିବ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ।

publive-imageରବିବାର: ଉପହାର ପାଇବେ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଭଲ ରହିବ। ବୁଧ ଓ ଗୁରୁବାର: ସାହିତ୍ୟ ଆଦିରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଘରକୁ ଅତିଥି ଆସିବେ।

publive-imageରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ବୁଧ ଓ ଗୁରୁବାର: ଧନପ୍ରାପ୍ତି ହେବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ସଫଳତା ମିଳିବ।

publive-imageରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଘରୋଇ ସମସ୍ୟାର ସମାଧାନ ବାହାରିଯିବ। ବୁଧ ଓ ଗୁରୁବାର: ପ୍ରୟାସରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ଘରୋଇ ସାମଗ୍ରୀ କିଣିବେ।

publive-imageରବିବାର: ଶକ୍ତିଶାଳୀ ରହିବେ। ସୋମ ଓ ମଙ୍ଗଳବାର: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ବୁଧ ଓ ଗୁରୁବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁକ୍ର ଓ ଶନିବାର: ମାନସମ୍ମାନ ବୃଦ୍ଧି ହେବ।

publive-imageରବିବାର: ସୁସମ୍ବାଦ ପାଇବେ। ସୋମ ଓ ମଙ୍ଗଳବାର: କାମ ପ୍ରତି ସକ୍ରିୟ ରହିବେ। ବୁଧ ଓ ଗୁରୁବାର: ରାଜନୀତିରେ ଉଚ୍ଚପଦ ମିଳିପାରେ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

publive-imageରବିବାର: ମନ ଉଦାସ ରହିବ। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ଵ ମିଳିପାରେ। ବୁଧ ଓ ଗୁରୁବାର: ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ। ଶୁକ୍ର ଓ ଶନିବାର: ପରୋପକାରରେ ସମୟ ଦେବେ।

publive-imageରବିବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ସୋମ ଓ ମଙ୍ଗଳବାର: ଖର୍ଚ୍ଚ ବଢ଼ିପାରେ। ବୁଧ ଓ ଗୁରୁବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଶୁକ୍ର ଓ ଶନିବାର: ଅଧୁରା କାମ ପୂରା ହେବ।

publive-image

ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବଡ଼ ନିର୍ଣ୍ଣୟ ନେଇପାରନ୍ତି। ଶୁକ୍ର ଓ ଶନିବାର: ଭାଗ୍ୟର ସହଯୋଗ ପାଇବେ।

publive-imageରବିବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବାର ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ବନ୍ଧୁ ସହିତ ସମ୍ବନ୍ଧ ଭଲ ରହିବ। ଶୁକ୍ର ଓ ଶନିବାର: କାରବାରରେ ବୃଦ୍ଧି ହେବ।