ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଭାବପ୍ରବଣ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ସଫଳତା ମିଳିବ। ଶୁକ୍ର ଓ ଶନିବାର: କୌଣସି ନୂଆ କାମ ଶୁଭାରମ୍ଭ କରିବେ।

ରବି ଓ ସୋମବାର: ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ନିଜର ଜିନିଷପତ୍ର ପ୍ରତି ଧ୍ୟାନ ଦିଅନ୍ତୁ। ଶୁକ୍ର ଓ ଶନିବାର: ବେପାରରେ ଲାଭ ପାଇବେ।

ରବି ଓ ସୋମବାର: ଅଧିକାରୀଙ୍କ ସହଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ସମୟ।

ରବି ଓ ସୋମବାର: କାମରେ ସଫଳତା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ସାକ୍ଷାତକାରରେ ସଫଳତା ହାସଲ ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।

ରବି ଓ ସୋମବାର: ବେପାର ବୃତ୍ତିରେ ଉନ୍ନତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: ସମାଜରେ ଭଲ ଛବି ଗଢ଼ଣ ହେବ।

ରବି ଓ ସୋମବାର: କ୍ୟାରିୟର୍‌ରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ସକରାତ୍ମକ ଭାବନାରେ ରହନ୍ତୁ। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧରେ କଟୁତା ଦୂର ହେବ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।

ରବି ଓ ସୋମବାର: ପରିବାରରେ ସମ୍ମାନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରି ପାଇଁ ସମୟ ଅନୁକୂଳ ରହିବ। ଶୁକ୍ର ଓ ଶନିବାର: ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ।

ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

ରବି ଓ ସୋମବାର: ଆୟର ନୂଆ ସାଧନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଧିକାର ଆପଣଙ୍କ ଉପରେ ଦୟାଭାବ ରଖିବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ନୂଆ ଦିଶା ମିଳିବ।

ରବି ଓ ସୋମବାର: କିଛି ନା କିଛି ଇଚ୍ଛା ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ପ୍ରିୟତମଙ୍କୁ ମନର କଥା କହିବେ।

ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନର କୌଣସି କ୍ଷେତ୍ରରେ ସୁଧାର ହେବ। ଶୁକ୍ର ଓ ଶନିବାର: ନିଜ ପ୍ରାୟସରେ ପ୍ରଶଂସା ପାଇବେ।

ସମ୍ବନ୍ଧିତ ଖବର