ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବାର ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ସବୁ କିଛି ଭଲ ବଜାୟ ରହିବ। ଶୁକ୍ର ଓ ଶନିବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ।

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ମିଳିପାରେ। ବୁଧ ଓ ଗୁରୁବାର: ଶତ୍ରୁଙ୍କୁ ପରାସ୍ତ କରିବେ ଏବଂ ପ୍ରିୟଜନ ମିଳନ। ଶୁକ୍ର ଓ ଶନିବାର: ଚାକିରିଜୀବୀଙ୍କୁ ଖୁସି ଖବର ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଶୁକ୍ର ଓ ଶନିବାର: ମିତ୍ରଙ୍କୁ ମନର କଥା କହିବେ।

ରବି, ସୋମ ଓ ମଙ୍ଗଳବାର: ଭାବିଥିବା କାମ ପୂରା ହେବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତିରେ ସୁଧାର ହେବ। ଶୁକ୍ର ଓ ଶନିବାର: ଅଚାନକ ଧନଲାଭ ହେବ ଏବଂ ପ୍ରେମ ସମ୍ବନ୍ଧ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବୁଧ ଓ ଗୁରୁବାର: ଦାୟିତ୍ବ ବଢ଼ିବ। ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ପାଇବେ ଏବଂ ଘରକୁ ଅତିଥି ଆସିବେ।

ରବି, ସୋମ ଏବଂ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ଠିକ୍ ରହିବ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ବୁଧ ଓ ଗୁରୁବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ ଓ ଚାକିରିରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଖର୍ଚ୍ଚ ବଢ଼ିପାରେ। ଶୁକ୍ର ଓ ଶନିବାର: ସୁସମ୍ବାଦ ପ୍ରାପ୍ତି ଏବଂ ଘରର ବାତାବରଣ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ବେପାରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ।

ରବି, ସୋମ ଓ ମଙ୍ଗଳବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ବୁଧ ଓ ଗୁରୁବାର: କୌଣସି ନୂଆ କାମ ଆରମ୍ଭ କରିବେ। ଶୁକ୍ର ଓ ଶନିବାର: ଆୟ ବଢ଼ିବ ଏବଂ ନୂଆ ଜିନିଷ କିଣିବେ।

ରବି, ସୋମ ଓ ମଙ୍ଗଳବାର: ପୁଣ୍ୟ କାର୍ଯ୍ୟ କରିପାରନ୍ତି। ବୁଧ ଓ ଗୁରୁବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶୁକ୍ର ଓ ଶନିବାର: ଚାକିରିରେ ଉନ୍ନତି ଏବଂ ସ୍ବାସ୍ଥ୍ୟ ଖୁବ୍ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ମିଳିବ। ବୁଧ ଓ ଗୁରୁବାର: ଦିମାକ ଗରମ ରହପାରେ। ଶୁକ୍ର ଓ ଶନିବାର: ଅନ୍ୟମାନଙ୍କୁ ସହାୟତା କରିବେ।

ସମ୍ବନ୍ଧିତ ଖବର