ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କୌଣସି ସ୍ୱପ୍ନ ପୂରା ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସବୁ କାମ ପୂରା ହେବ। ଶନିବାର: ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ।

ରବି ଓ ସୋମବାର: ନାମ ଓ ଯଶ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ମହତ୍ତ୍ୱାକାଂକ୍ଷାକୁ ବଳ ମିଳିବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟରେ ସ୍ଥିତି ସୁଧାର ହେବ। ଶନିବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ।

ରବି ଓ ସୋମବାର: ବିଦେଶକୁ ଯିବାର ସୁଯୋଗ ଆସିବ। ମଙ୍ଗଳ ଓ ବୁଧବାର: ନୂଆ ଚାକିରି ମିଳିବା ଯୋଗ ରହିଛି। ଗୁରୁ ଓ ଶୁକ୍ରବାର: ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ଶନିବାର: ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ।

ରବି ଓ ସୋମବାର: ଉନ୍ନତିର ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: ସାମାଜିକ ପରିଧି ବଢ଼ିବ। ଗୁରୁ ଓ ଶୁକ୍ରବାର: ବହୁ ଦିନର କାମ ପୂରା ହେବ। ଶନିବାର: ଘରର ମାହୋଲ ଭଲ ରହିବ।

ରବି ଓ ସୋମବାର: ସ୍ଥଗିତ ଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ମେଳମିଳାପ ବଢ଼ିବ। ଗୁରୁ ଓ ଶୁକ୍ରବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ। ଶନିବାର: ଭାଗ୍ୟ ବୃଦ୍ଧି ହେବ।

ରବି ଓ ସୋମବାର: ନୂଆ ଅନୁବନ୍ଧ ମିଳିପାରେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଗତି ହେବ। ଗୁରୁ ଓ ଶୁକ୍ରବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ। ଶନିବାର: କାମ ପ୍ରତି ଉତ୍ସାହ ବଢ଼ିବ।


ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଆୟ ବୃଦ୍ଧିର ସମ୍ଭାବନା। ଗୁରୁ ଓ ଶୁକ୍ରବାର: ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଶନିବାର: ସୁଖ ସୁବିଧା ପାଇଁ ଖର୍ଚ୍ଚ କରିବେ।

ରବି ଓ ସୋମବାର: ମନସ୍କାମନା ପୂରା ହେବ। ମଙ୍ଗଳ ଓ ବୁଧବାର: ସକାରାତ୍ମକ ଭାବନାରେ ରହନ୍ତୁ। ଗୁରୁ ଓ ଶୁକ୍ରବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଶନିବାର: ବେପାରରେ ଉନ୍ନତି ହେବ।

ରବି ଓ ସୋମବାର: ପରିଶ୍ରମର ଫଳ ପାଇବେ। ମଙ୍ଗଳ ଓ ବୁଧବାର: କ୍ୟାରିୟର ଲାଗି ଭଲ ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ଅବସରର ଲାଭ ନିଅନ୍ତୁ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

ରବି ଓ ସୋମବାର: ଆୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: କୌଣସି ନୂଆ ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ଆୟ ବ୍ୟୟର ସନ୍ତୁଳନ ବଜାୟ ରହିବ। ଶନିବାର: ବହୁତ ଭଲ ଅନୁଭବ କରିବେ।

ରବି ଓ ସୋମବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ମଙ୍ଗଳ ଓ ବୁଧବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଗୁରୁ ଓ ଶୁକ୍ରବାର: ଚାକିରି ପାଇଁ ସମୟ ଅନୁକୂଳ। ଶନିବାର: ଘରକୁ ଅତିଥି ଆସିବେ।

ରବି ଓ ସୋମବାର: ପରିଶ୍ରମର ସୁଫଳ ପାଇବେ। ମଙ୍ଗଳ ଓ ବୁଧବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଗୁରୁ ଓ ଶୁକ୍ରବାର: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଶନିବାର: ଆଶା ପୂରଣ ହେବ।

ସମ୍ବନ୍ଧିତ ଖବର