ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବ୍ୟାଙ୍କ୍‌ ବାଲାନ୍‌ସ ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟିକ କାମ ଲାଗି ସମୟ ବଢ଼ିଆ। ବୁଧ ଓ ଗୁରୁବାର: ଉଚିତ ପରିଶ୍ରମରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ରବିବାର: ସ୍ୱାସ୍ଥ୍ୟ ଭଲ ରହିବ। ସୋମ ଓ ମଙ୍ଗଳବାର: ଅଚାନକ ଧନଲାଭ ହେବ। ବୁଧ ଓ ଗୁରୁବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: କାରବାର ବୃଦ୍ଧି ଲାଗି ନୂଆ ପରାମର୍ଶ ମିଳିପାରେ।

ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର: ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ପ୍ରେରଣା ମିଳିପାରେ। ବୁଧ ଓ ଗୁରୁବାର: ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ଶୁକ୍ର ଓ ଶନିବାର: ଧନଲାଭ ହେବ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୁଧ ଓ ଗୁରୁବାର: ଶିକ୍ଷଣ କାର୍ଯ୍ୟରେ ମନ ଲାଗିବ। ଶୁକ୍ର ଓ ଶନିବାର: ବୈବାହିକ ଜୀବନ ଖୁସିରେ ଭରା ରହିବ।

ରବିବାର: କାରବାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ବୁଧ ଓ ଗୁରୁବାର: ପରିବାରରେ ଖୁସିର ମାହୋଲ ରହିବ। ଶୁକ୍ର ଓ ଶନିବାର: ମାନସମ୍ମାନ ପାଇବେ।

ରବିବାର: ଭାଗ୍ୟୋନ୍ନତି ହେବ। ସୋମ ଓ ମଙ୍ଗଳବାର: ସଫଳତା ହାସଲ ଲାଗି ତତ୍ପର ରହିବେ। ବୁଧ ଓ ଗୁରୁବାର: ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁକ୍ର ଓ ଶନିବାର: ନିଜର କାମରେ ଲାଭ ମିଳିପାରେ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସୋମ ଓ ମଙ୍ଗଳବାର: ଉନ୍ନତିର ଦ୍ଵାର ଖୋଲିବ। ବୁଧ ଓ ଗୁରୁବାର: ଚାକିରିରେ ପଦୋନ୍ନତି ଲାଗି ଯୋଜନା କରନ୍ତୁ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ।

 

 

 

 

 

 

ରବିବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ବୁଧ ଓ ଗୁରୁବାର: ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର: କାମ ପ୍ରତି ସକ୍ରିୟ ରହିବେ।

ରବିବାର: କିଛି ନୂଆ ଶିଖିବାର ସୁଯୋଗ ମିଳିବ। ସୋମ ଓ ମଙ୍ଗଳବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ବୁଧ ଓ ଗୁରୁବାର: ନୂଆ ଆହ୍ଵାନର ସାମ୍‌ନା କରିପାରନ୍ତି। ଶୁକ୍ର ଓ ଶନିବାର: ଉନ୍ନତି ଲାଗି ସୁଯୋଗ ମିଳିବ।

ରବିବାର: ଧନସଂପତ୍ତି ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର: ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ଜମି କିଣିବା ଲାଗି ସମୟ ଭଲ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ହେବ। ବୁଧ ଓ ଗୁରୁବାର: ଶତ୍ରୁଙ୍କୁ ଜୟ କରିବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ଭାବନାକୁ ଆଦର କରିବେ।

ରବିବାର: ପରିଶ୍ରମରେ ଉଚିତ ପରିଣାମ ପ୍ରାପ୍ତ ହେବ। ସୋମ ଓ ମଙ୍ଗଳବାର: କିଛି ଘରୋଇ ସାମଗ୍ରୀ କିଣିବେ। ବୁଧ ଓ ଗୁରୁବାର: ମିତ୍ରଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଶୁକ୍ର ଓ ଶନିବାର: ଚାକିରିଆଙ୍କୁ ଭଲ ଖବର ମିଳିବ।

ସମ୍ବନ୍ଧିତ ଖବର