ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ସାଂସାରିକ ସୁଖ ସୁବିଧା ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ନୂଆ କାମ ପ୍ରତି ଆଗ୍ରହ ବଢ଼ିବ।

 

ରବିବାର: ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ସୋମ ଓ ମଙ୍ଗଳବାର: ବେପାରୀ ବର୍ଗଙ୍କୁ ଧନଲାଭ ହେବ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରର ବୃଦ୍ଧି ପାଇଁ ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ମନ ଲାଗିବ।

 

ରବିବାର: ପ୍ରିୟତମଙ୍କଠାରୁ ଉପହାର ପାଇବେ। ସୋମ ଓ ମଙ୍ଗଳବାର: କୌଣସି ଇଚ୍ଛା ପୂରଣ ହେବ। ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ଛାତ୍ରଙ୍କୁ କୌଣସି ଶୁଭ ଖବର ମିଳିବ।

 

ରବିବାର: ବିରୋଧୀ ପ୍ରତି ସାବଧାନ ରୁହନ୍ତୁ। ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: ନିଜ ପରିଶ୍ରମ ଫଳ ନିଶ୍ଚୟ ପାଇବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

 

ରବିବାର: ନୂଆ କାମ କରିବା ପାଇଁ ଭାବିବେ। ସୋମ ଓ ମଙ୍ଗଳବାର: କିଣାବିକା ପାଇଁ ସମୟ ଭଲ। ବୁଧ ଓ ଗୁରୁବାର: ପଡ଼ୋଶୀ ଆପଣଙ୍କ କାମରେ ସାହାଯ୍ୟ କରିବେ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

 

ରବିବାର: କୌଣସି ଖୁସି ଖବର ପାଇବେ। ସୋମ ଓ ମଙ୍ଗଳବାର: ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ। ବୁଧ ଓ ଗୁରୁବାର: ବନ୍ଧୁବର୍ଗଙ୍କ ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: ଛାତ୍ରଙ୍କ ଲାଗି ସମୟ ଭଲ ରହିବ।

 

ରବିବାର: ନୂଆ କାମରେ ଲାଭ ହେବ। ସୋମ ଓ ମଙ୍ଗଳବାର: ସବୁ ସମସ୍ୟାର ନିବାରଣ ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ସବୁ କିଛି ଭଲ ହେବ। ଶୁକ୍ର ଓ ଶନିବାର: ଘର ପାଇଁ ଜିନିଷ କିଣିବେ।

 

ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର: ଉପାର୍ଜନର ନୂଆ ସ୍ରୋତ ପାଇବେ। ବୁଧ ଓ ଗୁରୁବାର: କିଛି ନୂଆ ସ˚ପର୍କ ଗଢ଼ିବେ। ଶୁକ୍ର ଓ ଶନିବାର: ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

 

ରବିବାର: ଲୋକମାନଙ୍କର ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: ଘର ଖର୍ଚ୍ଚ ବଢ଼ିପାରେ। ବୁଧ ଓ ଗୁରୁବାର: ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ। ଶୁକ୍ର ଓ ଶନିବାର: ସବୁ ଅଶାନ୍ତି ଦୂର ହେବ।

 

ରବିବାର: ବଡ଼ କାମରେ ସଫଳତା ମିଳିପାରେ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଘରର ପରିସ୍ଥିତି ଅଲଗା ପ୍ରକାର ରହିବ। ଶୁକ୍ର ଓ ଶନିବାର: ବନ୍ଧୁ ମିଳନ।

 

 

ରବିବାର: ଧର୍ମ କାର୍ଯ୍ୟରେ ବିଶ୍ବାସ ବଢ଼ିବ। ସୋମ ଓ ମଙ୍ଗଳବାର: କାମ ପ୍ରତି ସକ୍ରିୟ ରହିବେ। ବୁଧ ଓ ଗୁରୁବାର: ଆପଣଙ୍କ ଲକ୍ଷ୍ୟ ସମ୍ବନ୍ଧରେ ବିଚାର କରିବେ। ଶୁକ୍ର ଓ ଶନିବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

 

ରବିବାର: ରୋଜଗାରର ସୁଯୋଗ ଆସିପାରେ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ସମୟ ଦେବେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ପରିଜନଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ସମ୍ବନ୍ଧିତ ଖବର