ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ। ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ବେପାରରେ ଆଗକୁ ବଢ଼ିବା ପାଇଁ ବାପାଙ୍କ ସହଯୋଗ ନେବେ। ‌

 

ବୃଷ: ସାମାଜିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ। ବେପାରରେ ଅଚାନକ ଧନଲାଭ ହେବ।

ମିଥୁନ: ଚାକିରିରେ ପଦୋନ୍ନତିର ଅବସର ପାଇବେ। ବନ୍ଧୁ ସହ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ସ୍ବାସ୍ଥ୍ୟରେ ସୁଧାର ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

କର୍କଟ: ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ସାକ୍ଷାତକାର ପାଇଁ ଡାକରା ଆସିବ। ଘର କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ।

ସିଂହ: ଆପଣଙ୍କ ଚଞ୍ଚଳ ସ୍ବଭାବ କିଛି ଲୋକଙ୍କୁ ପସନ୍ଦ ଆସିବ। ଆୟର ନୂଆ ଉତ୍ସ ପାଇବେ। ଦୀର୍ଘ ଦିନରୁ ଅଧାଥିବା କାମ ପୂରା ହୋଇଯିବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ।

କନ୍ୟା: ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସିଭିଲ୍‌ ଇଂଜିନିୟରଙ୍କ ଲାଗି ଭଲ ଚାକିରିର ସୁଯୋଗ ଆସିବ। ଭଲ ବ୍ୟଞ୍ଜନ କରି ଜୀବନସାଥୀଙ୍କୁ ଖୁଆଇବେ।

 

ତୁଳା: ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ। ପେସାଦାର ବ୍ୟବସାୟୀଙ୍କୁ ଅଚାନକ ଲାଭ ମିଳିବାର ଯୋଗ ଅଛି। କାର୍ଯ୍ୟରେ ଘରର ବଡ଼ଙ୍କ ସହଯୋଗ ପାଇବେ।

ବିଛା: ସବୁ ବାକି କାମ ସହଜରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବାହାର କାମରେ ଗଲାବେଳେ ସାବଧାନତାର ସହ ଯାନ ଚଳାନ୍ତୁ।

 

ଧନୁ: ପରିବାରରେ ସବୁ ଲୋକଙ୍କୁ ଆନନ୍ଦ ମିଳିବ। ବ୍ୟବସାୟରେ ଯଥେଷ୍ଟ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୁଢ଼ ହେବ। ଛାତ୍ରଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ।

 

ମକର: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପାରିବାରିକ ସମସ୍ୟା ପାଇଁ ଚିନ୍ତିତ ରହିବେ। କୋର୍ଟକଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ।

 

କୁମ୍ଭ: ଜମି କିଣିବା ପୂର୍ବରୁ ପରିବାରର ବଡ଼ଙ୍କ ମତ ନିଅନ୍ତୁ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ସନ୍ଧ୍ୟାରେ କୌଣସି ମାମଲାକୁ ନେଇ ପରିବାର ଲୋକଙ୍କ ସହ କଥା ହେବେ।

ମୀନ: ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।

ସମ୍ବନ୍ଧିତ ଖବର