ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସ ଲୋକଙ୍କ ଠାରୁ ସଂପୂର୍ଣ୍ଣ ସମର୍ଥନ ପାଇବେ। ନୂଆ ପ୍ରକଳ୍ପରେ ନିଜର ସମସ୍ତ ଶକ୍ତି ଲଗାଇବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ବୃଷ: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର କଳାତ୍ମକ କ୍ଷମତା ବିକାଶିତ ହେବ।

ମିଥୁନ: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅନ୍ୟର ମାନସିକତାକୁ ଶୀଘ୍ର ବୁଝିନେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବ।

କର୍କଟ: ଚାକିରି ବୃତ୍ତିରେ ଏକ ମନଲାଖି ପରିବର୍ତ୍ତନ ହେବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ସି˚ହ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ଭାବନା ଜନ୍ମିବ। ଜୀବନସାଥୀଙ୍କ ସହଯୋଗ ପାଇବେ।

କନ୍ୟା: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ଶୁଭ ସମାଚାର ପାଇବେ। ଉପାର୍ଜନ ଲାଗି ନୂଆ ରଣନୀତି ପ୍ରସ୍ତୁତ କରିବେ।

ତୁଳା: ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ବୈବାହିକ ଜୀବନ ଭଲ ରହିବ।

ବିଛା: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ସ˚ପତ୍ତି ବିବାଦ ସମାପ୍ତ ହେବ।

ଧନୁ: ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଇଚ୍ଛା କରିବେ। ବେପାରରେ ଆଶାନୁରୂପ ଲାଭ ପାଇବେ। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।

ମକର: ମହତ୍ତ୍ବପୂର୍ଣ୍ଣ କାମ କରିବେ। ପର୍ଯ୍ୟାପ୍ତ ଲାଭ ସହିତ ଯଶ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

କୁମ୍ଭ: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ।

ମୀନ: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବେ। ଅଜଣା ଲୋକ ସହିତ ଯୁକ୍ତିତର୍କ ହୋଇପାରେ। ଜୀବନସାଥୀଙ୍କ ସହିତ ସମାରୋହକୁ ଯାଇପାରନ୍ତି।

ସମ୍ବନ୍ଧିତ ଖବର