publive-imageମେଷ: ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟରେ ଆଶାନୁରୂପ ଲାଭ ହେବ। ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ।

Advertisment

publive-imageବୃଷ: ପରିବାର ମଧୢରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

publive-imageମିଥୁନ: ମନରେ ନକାରାତ୍ମକ ଭାବନା ଆସିପାରେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-imageକର୍କଟ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ଯୋଗୁ ମନ ଖୁସି ରହିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ।

publive-imageସି˚ହ: ସବୁ କାମ ସହଜରେ ହୋଇଯିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶ˚ସା ଶୁଣିବାକୁ ମିଳିପାରେ। ବ୍ୟବସାୟ ଗତିଶୀଳ ହେବ। ଘରକୁ ବନ୍ଧୁ ଆସିବେ।

publive-imageକନ୍ୟା: ନୂଆ କାମରେ ଆଗ୍ରହ ବଢ଼ିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ ଜୀବନରେ ସୁଖଶାନ୍ତି ବଢ଼ିବ। ପ୍ରେମ ଜୀବନ ଭଲ ରହିବ।

publive-imageତୁଳା: ମାନସିକ ଶକ୍ତି ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ମହିଳା ବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି।

publive-imageବିଛା: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କ ନମ୍ର ସ୍ବଭାବ ଆପଣଙ୍କୁ ସାହାଯ୍ୟ କରିବ। କ୍ୟାରିୟର ଲାଗି ଉତ୍ତମ ସୁଯୋଗ ପାଇବେ।

publive-imageଧନୁ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

publive-imageମକର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁଙ୍କ ଯିବା-ଆସିବା ଲାଗି ରହିବ। ଅଚାନକ ଧନଲାଭ ହେବ। ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ।

publive-image

କୁମ୍ଭ: ତିଆରି କରିଥିବା ଯୋଜନାକୁ ଗୁପ୍ତ ରଖନ୍ତୁ ଅନ୍ୟଥା ଅନ୍ୟମାନେ ତା’ର ଲାଭ ନେବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ରାଜନୀତିରେ ସଫଳତା ପାଇବେ।

publive-imageମୀନ: ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ଚାକିରି ବୃତ୍ତିରେ ସଫଳତା ଓ ଲାଭ ପାଇବେ। ନୂଆ ଘର କିଣିବା ଲାଗି ଯୋଜନା କରିବେ।