ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଈଶ୍ବରଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

ବୃଷ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରିରେ କୌଣସି କାମକୁ ନେଇ ଆପଣଙ୍କର ପ୍ରଶ˚ସା ହେବ।

ମିଥୁନ: କାମକୁ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା ତିଆରି କରିବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ।

କର୍କଟ: ଆପଣଙ୍କର ବୃଦ୍ଧି ପାଉଥିବା ଶକ୍ତି ବଳରେ ବହୁତ କିଛି ହାସଲ କରିବେ। କମିସନି କାମ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସି˚ହ: କୌଣସି କାମରେ ଆଶାଠୁଁ ଅଧିକ ଲାଭ ପାଇବେ। ନେତାଙ୍କ ଲାଗି ଦିନଟି ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।

କନ୍ୟା: ଦିନଟି କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସ˚ପର୍କରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ତୁଳା: ଧର୍ମ କାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ବଡ଼ଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ। ଛାତ୍ର ପରୀକ୍ଷାରେ ଭଲ କରିବେ।

ବିଛା: ନୂଆ କାମକୁ ନୂଆ କୌଶଳରେ କରିବା ପାଇଁ ଚେଷ୍ଟା କରିବେ। ଶତ୍ରୁଙ୍କ ଷଡ଼୍‍ଯନ୍ତ୍ର ପ୍ରଘଟ ହୋଇଯିବ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିବେ।

ଧନୁ: ପରିବାରର ବଡ଼ଙ୍କର ଆଶୀର୍ବାଦ ନେଇ କାମରେ ଯାଆନ୍ତୁ, ସଫଳତା ପାଇବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ।

ମକର: ନୂଆ କାମ ଆରମ୍ଭ ଏବଂ ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଅଚାନକ ଧନପ୍ରାପ୍ତି ହେବ।

କୁମ୍ଭ: ଆପଣଙ୍କର ସବୁ ଅଶାନ୍ତିର ସମାଧାନ ବାହାରିବ। ଆୟରେ ବୃଦ୍ଧି ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ବଡ଼ ଦାୟିତ୍ବ ଦେବେ। ପ୍ରେମ ଜୀବନ ମଧୁର ହେବ।

ମୀନ: ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ଘରକୁ ବନ୍ଧୁ ଆସିବେ। ନୂଆ ବାହନ କିଣିବା ଲାଗି ଆଶା ବଢ଼ିବ।

ସମ୍ବନ୍ଧିତ ଖବର