/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ପରିବାରରେ ଲାଗିରହିଥିବା ଝଞ୍ଜଟର ସମାଧାନ ହେବ। ପରିଶ୍ରମର ଲାଭ ନିଶ୍ଚୟ ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ମିଳିବ।
ମେଷ: ପରିବାରରେ ଲାଗିରହିଥିବା ଝଞ୍ଜଟର ସମାଧାନ ହେବ। ପରିଶ୍ରମର ଲାଭ ନିଶ୍ଚୟ ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ମିଳିବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ସାହସିକ ପଦକ୍ଷେପ ଦ୍ବାରା ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
ବୃଷ: ସାହସିକ ପଦକ୍ଷେପ ଦ୍ବାରା ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ନିଜ କାମରେ ଅଧିକ ପରିଶ୍ରମ କଲେ ଯାଇ ସଫଳତା ପାଇବେ। ଅନ୍ୟମାନଙ୍କ ମାମଲାରେ ଅଯଥା ଦଖଲ ଦିଅନ୍ତୁ ନାହିଁ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଶୁଭ।
ମିଥୁନ: ନିଜ କାମରେ ଅଧିକ ପରିଶ୍ରମ କଲେ ଯାଇ ସଫଳତା ପାଇବେ। ଅନ୍ୟମାନଙ୍କ ମାମଲାରେ ଅଯଥା ଦଖଲ ଦିଅନ୍ତୁ ନାହିଁ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଶୁଭ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ଆପଣଙ୍କର ଆତ୍ମବିଶ୍ବାସ ମଜଭୁତ ରହିବ। ଆଶା ପୂରଣ ପାଇଁ ସୁଯୋଗ ପାଇବେ। ଅଫିସ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶ˚ସା କରିବେ।
କର୍କଟ: ଆପଣଙ୍କର ଆତ୍ମବିଶ୍ବାସ ମଜଭୁତ ରହିବ। ଆଶା ପୂରଣ ପାଇଁ ସୁଯୋଗ ପାଇବେ। ଅଫିସ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶ˚ସା କରିବେ।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ବ୍ୟବସାୟରେ ଲାଭ ପାଇବେ। ନୂଆ ଲୋକଙ୍କ ସହିତ ସ˚ପର୍କ ଗଢ଼ିବେ। ଚାକିରିରେ ନୂଆ କାମର ଦାୟିତ୍ବ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।
ସି˚ହ: ବ୍ୟବସାୟରେ ଲାଭ ପାଇବେ। ନୂଆ ଲୋକଙ୍କ ସହିତ ସ˚ପର୍କ ଗଢ଼ିବେ। ଚାକିରିରେ ନୂଆ କାମର ଦାୟିତ୍ବ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ନେତାଙ୍କ ଲାଗି ଦିନଟି ଭଲ। ଜନତାଙ୍କ ମଧୢରେ ମାନ ସମ୍ମାନ ବଢ଼ିବ। ବେପାରରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
କନ୍ୟା: ନେତାଙ୍କ ଲାଗି ଦିନଟି ଭଲ। ଜନତାଙ୍କ ମଧୢରେ ମାନ ସମ୍ମାନ ବଢ଼ିବ। ବେପାରରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ଆପଣଙ୍କ ବିଚାର ସକାରାତ୍ମକ ରହିବ। ପରିବାର ଲୋକଙ୍କର ଆବଶ୍ୟକତାକୁ ପୂରା କରିବେ। ଛାତ୍ରଙ୍କୁ ପରୀକ୍ଷା ସ˚ପର୍କରେ ଭଲ ଖବର ମିଳିବ।
ତୁଳା: ଆପଣଙ୍କ ବିଚାର ସକାରାତ୍ମକ ରହିବ। ପରିବାର ଲୋକଙ୍କର ଆବଶ୍ୟକତାକୁ ପୂରା କରିବେ। ଛାତ୍ରଙ୍କୁ ପରୀକ୍ଷା ସ˚ପର୍କରେ ଭଲ ଖବର ମିଳିବ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଆପଣ ନିଜକୁ ସୁରକ୍ଷିତ ଅନୁଭବ କରିବେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବେପାରରେ ଧନଲାଭ ହେବ। ପ୍ରିୟତମଙ୍କୁ ମନର କଥା କହିବେ।
ବିଛା: ଆପଣ ନିଜକୁ ସୁରକ୍ଷିତ ଅନୁଭବ କରିବେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବେପାରରେ ଧନଲାଭ ହେବ। ପ୍ରିୟତମଙ୍କୁ ମନର କଥା କହିବେ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ବ୍ୟବସାୟରେ ନୂଆ ଉଦ୍ୟମ କରିବେ। ରାଜନୀତିରେ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ମହିଳାଙ୍କୁ ଖୁସି ଖବର ମିଳିବ।
ଧନୁ: ବ୍ୟବସାୟରେ ନୂଆ ଉଦ୍ୟମ କରିବେ। ରାଜନୀତିରେ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ମହିଳାଙ୍କୁ ଖୁସି ଖବର ମିଳିବ।
/sambad/media/post_attachments/wp-content/uploads/2017/11/makar.jpg) ମକର: ସକାରାତ୍ମକ ବିଚାରରେ ଭରି ରହିବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ମକର: ସକାରାତ୍ମକ ବିଚାରରେ ଭରି ରହିବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଆପଣଙ୍କ ମନରେ ସ˚ଶୟ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ଭଲଭାବେ ଯାଞ୍ଚ କରି ପୁଞ୍ଜି ବଜାରରେ ନିବେଶ କରନ୍ତୁ। ବାହନ ସାବଧାନତାର ସହ ଚଳାନ୍ତୁ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଆପଣଙ୍କ ଆଚରଣ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଆମଦାନିର ନୂଆ ଉତ୍ସ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।
ମୀନ: ଆପଣଙ୍କ ଆଚରଣ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଆମଦାନିର ନୂଆ ଉତ୍ସ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-9.jpg)
