ମେଷ: ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିପାରେ। ଆମଦାନି ପାଇଁ ନୂଆ ପଥ ଖୋଲିବ। ବୈବାହିକ ଜୀବନ ସୁଖକର ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଘରକୁ ବନ୍ଧୁଙ୍କର ଆଗମନ ହୋଇପାରେ। ବ୍ୟବସାୟରେ ନୂଆ ସମ୍ଭାବନା ତଲାସ କରିବେ।
ମିଥୁନ: ବହୁ ଦିନର ଇଚ୍ଛା ପୂର୍ତ୍ତି ହୋଇପାରେ। ଭଲ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। ବ୍ୟବସାୟରେ ଧନଲାଭ ହେବ। ନୂଆ ସାମଗ୍ରୀ କିଣି ପାରନ୍ତି।
କର୍କଟ: ରାଜନୀତିରେ ଅଧିକ ସମୟ ଧରି ଚିନ୍ତିତ ରହିବେ। ନୂଆ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ହେବ। ସୃଜନଶୀଳ କବିଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ।
ସି˚ହ: ଆମଦାନି ଲାଗି ନୂଆ ସୁଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେଇପାରନ୍ତି।
କନ୍ୟା: ପରିବାର ଲୋକଙ୍କ ସ୍ନେହ ଓ ସହଯୋଗ ପାଇବେ। ଆପଣଙ୍କ ଶକ୍ତିକୁ ଠିକ୍ ଦିଗରେ ଲଗାନ୍ତୁ। ଆର୍ଥିକ ମାମଲାରେ ଉନ୍ନତିର ନୂଆ ମାର୍ଗ ଖୋଲିବ।
ତୁଳା: ବ୍ୟକ୍ତିଗତ କାମରେ ଭାଇ ଭଉଣୀଙ୍କ ସାହାଯ୍ୟ ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।
ବିଛା: ସ୍ବପ୍ନର ଦୁନିଆରେ ବିଚରଣ କରିବେ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ସହକର୍ମୀଙ୍କ ସାହାଯ୍ୟରେ କୌଣସି ଯୋଜନା ସଫଳ ହେବ।
ଧନୁ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କର ଉତ୍ସାହ ବଢ଼ାଇବ। ଅଫିସ କାମରେ ସ˚ପୂର୍ଣ୍ଣରୂପେ ସଫଳ ହେବେ। ପରିବାରରେ ସୁଖ ଶାନ୍ତି ବଢ଼ିବ।
ମକର: ବେପାରରେ ଆଶାଜନକ ଲାଭ ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ଅସଫଳ ହେବେ। ଚାକିରି ପାଇଁ ଇଣ୍ଟର୍ଭ୍ୟୁର ଖବର ଆସିବ।
କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ପାରିବାରିକ ଅଶାନ୍ତି ନିବାରଣ ହେବ। ଧନଲାଭର ନୂଆ ରାସ୍ତା ଦୃଷ୍ଟିଗୋଚର ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।
ମୀନ: ଆପଣଙ୍କ ଆଖପାଖର ପରିବେଶ ଆନନ୍ଦଦାୟକ ରହିବ। କୌଣସି ବଡ଼ ଫଇସଲା ନେବାରେ ନିବୃତ୍ତ ରୁହନ୍ତୁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।