ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। କାହାକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ।

ବୃଷ: ସବୁ ଚାଲେଞ୍ଜର ମୁକାବିଲା କରିପାରିବେ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ବିବାହିତଙ୍କୁ ଦାମ୍ପତ୍ୟ ଜୀବନର ସୁଖ ମିଳିବ।

ମିଥୁନ: ଆପଣଙ୍କ ମନ ସାମାଜିକ ଓ ରାଜନୀତିକ କାର୍ଯ୍ୟରେ ଲାଗି ରହିବ। କାହାରିକୁ ଶୀଘ୍ର ଭରସା କରନ୍ତୁ ନାହିଁ। ହୋଟେଲ ବ୍ୟବସାୟୀଙ୍କୁ ଆଶାତୀତ ଲାଭ ମିଳିବ।

କର୍କଟ: ଆପଣଙ୍କର ଆତ୍ମବିଶ୍ବାସ ସୁଦୃଢ଼ ରହିବ। ଯାହା ପୂରା କରିପାରିବେ ସେହି ବଚନ ଜୀବନସାଥୀଙ୍କୁ ଦିଅନ୍ତୁ। ଅଧିକାର ବର୍ଗ ଆପଣଙ୍କ କାମରେ ଖୁସି ରହିବେ।

ସିଂହ: ପୂରା ଶକ୍ତି ଲଗାଇ କାମ କରନ୍ତୁ, କାମ ସଂପୂର୍ଣ୍ଣ ହେବ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ସରକାରୀ ଓକିଲଙ୍କ ସହଯୋଗ ପାଇବେ।

କନ୍ୟା: ପୂର୍ବ କଥା ନେଇ ଚିନ୍ତିତ ରହିବେ। ଧୈର୍ଯ୍ୟଧରି ରହନ୍ତୁ, ସଫଳତାର ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ।

ତୁଳା: କଳାତ୍ମକ କାମରେ ଆପଣଙ୍କ ମନ ଲାଗି ରହିବ। ବିଲଡର୍ସଙ୍କୁ ଧନଲାଭ ହେବ। ଗୃହିଣୀମାନେ ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

ବିଛା: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଭଲ କାମ ପାଇଁ ପୁରସ୍କାର ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି।

ଧନୁ: ବାଟରେ କୌଣସି ବନ୍ଧୁ ସହ ଦେଖା ହୋଇପାରେ। ବିଦେଶୀ କଂପାନିର ଅଂଶୀଦାର ହୋଇପାରନ୍ତି। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଖୁସି ମିଳିବ।

ମକର: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ଭରସାଯୋଗ୍ୟ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ଆସିବ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

କୁମ୍ଭ: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ସଙ୍ଗୀତଜ୍ଞଙ୍କୁ ନୂଆ ଅବସର ମିଳିପାରେ। ସ୍ବାସ୍ଥ୍ୟ ଠିକ୍ ରହିବ।

ମୀନ: ଚାକିରି ବୃତ୍ତିରେ ଭଲ ଫଳାଫଳ ପାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଅନ୍ୟମାନଙ୍କ କାମରେ ନିଜର ମତ ଦେବାରୁ ନିବୃତ୍ତ ରୁହନ୍ତୁ।

ସମ୍ବନ୍ଧିତ ଖବର