ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁଙ୍କ ନିକଟରୁ ଭଲ ଖବର ପାଇବେ। ବେପାରରେ ପ୍ରଗତି ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ।

ବୃଷ: ଆପଣଙ୍କ ମନରେ ନୂଆ ବିଚାର ଆସିବ। ଭୂ-ସ˚ପତ୍ତିର ସମସ୍ୟା ସମାପ୍ତ ହେବ। ଉଚ୍ଚ ଅଧିକାରୀଙ୍କ ସହିତ ଘନିଷ୍ଠତା ବଢ଼ିବ।

 

ମିଥୁନ: ଆତ୍ମବିଶ୍ବାସ ବଳରେ ଆଗକୁ ବଢ଼ିବା ସହଜ ହେବ। ଅଫିସରେ ପଦୋନ୍ନତି ମିଳିପାରେ। ପରିବାରରେ ଶୁଭକାର୍ଯ୍ୟ ପାଇଁ ପ୍ରସ୍ତୁତି ହେବ।

 

କର୍କଟ: କାର୍ଯ୍ୟଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଅଧିକାରୀଙ୍କ ଠାରୁ ଦୁର୍ବ୍ୟବହାର ମିଳିପାରେ। ଧର୍ମସ୍ଥାନକୁ ଯାତ୍ରାରେ ଯିବେ।

 

ସି˚ହ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। କ୍ୟାରିୟର ଲାଗି ଭଲ ସୁଯୋଗ ମିଳିବ। ପ୍ରେମରେ ସଫଳତା ମିଳିବ।

 

କନ୍ୟା: ଜୀବନରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। କୋର୍ଟ ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ।

 

ତୁଳା: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ, ଯଥେଷ୍ଟ ସଫଳତା ପାଇବେ। ଡାକ୍ତରଙ୍କ ଖ୍ୟାତି ସୁଦୂର ପ୍ରସାରୀ ହେବ।

 

ବିଛା: ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

 

ଧନୁ: କିଛି ନୂଆ କରି ଦେଖାଇବାର ଇଚ୍ଛା ହେବ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ।

 

ମକର: କାର୍ଯ୍ୟ କ୍ଷେତ୍ରରେ ଆୟ ବୃଦ୍ଧିର ଅବସର ମିଳିବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ। ପ୍ରିୟଜନଙ୍କ ସହ ଦେଖା ହେବ।

 

କୁମ୍ଭ: ସପରିବାର ଠାକୁରଙ୍କର ପୂଜାର୍ଚ୍ଚନା କରିବେ। ଆପଣଙ୍କ ମନରେ ଆଶା ଜନ୍ମ ନେବ। ଜୀବନସାଥୀଙ୍କୁ ହୃଦୟର କଥା କହିବେ।

 

ମୀନ: ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାର୍ଯ୍ୟରେ ବାଧା ଉପୁଜିପାରେ। ବାଣୀ ଓ ବ୍ୟବହାର ଭଲ ରଖନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ସମ୍ବନ୍ଧିତ ଖବର