ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ମହତ୍ତ୍ବାକା˚କ୍ଷା ସମୟ ସହ ବଦଳି ଯିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପରିବାରରେ ହସଖୁସି ବୃଦ୍ଧି ପାଇବ।

 

 

ବୃଷ: ପରିଶ୍ରମ ଅନୁସାରେ ସଫଳତା ପାଇବେ। ଅନ୍ୟମାନଙ୍କ ସମ୍ପର୍କରେ ଚର୍ଚ୍ଚା କରନ୍ତୁ ନାହିଁ। ବନ୍ଧୁଙ୍କ ସହିତ ଅଧିକ ଘନିଷ୍ଠ ହେବେ। ଅଧିକ ଖର୍ଚ୍ଚ ନେଇ ଚିନ୍ତା ବଢ଼ିପାରେ।

 

ମିଥୁନ: ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପରିବାରର ଭବିଷ୍ୟତ ନେଇ ଚିନ୍ତା କରିବେ।

 

କର୍କଟ: ଆପଣଙ୍କ ଭାବନା ସକାରାତ୍ମକ ରହିବ। ନୂଆ ଯୋଜନାର ସୂତ୍ରପାତ ହେବ। ପରିବାର ମଧୢରେ ହର୍ଷ ଉଲ୍ଲାସ ଦେଖା ଦେବ।

 

 

ସି˚ହ: ପୂଜାପାଠରେ ସମୟ ବିତିବ। ମନର କଥା ପ୍ରକାଶ କରିବାରେ ସଫଳ ହେବେ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ବେପାରୀବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ।

 

କନ୍ୟା: ଜୀବନସାଥୀଙ୍କ ଠାରୁ ପୂରା ସହଯୋଗ ପାଇବେ। ବେପାରରେ ଉନ୍ନତି ହେବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।

 

ତୁଳା: ବେପାରରେ ଉନ୍ନତି ପାଇଁ ନୂଆ ଯୋଜନା ତିଆରି କରିବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବିଦ୍ୟାର୍ଥୀଙ୍କୁ ସକାରାତ୍ମକ ପରିଣାମ ମିଳିବ।

 

ବିଛା: କୌଣସି କାମରେ ବ୍ୟଗ୍ର ହୁଅନ୍ତୁ ନାହିଁ। ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। ଘରକୁ ବନ୍ଧୁ ଆସିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

 

ଧନୁ: କାମ ପ୍ରତି ଖୁବ୍‌ ସମର୍ପିତ ରହିବେ। ବୃତ୍ତି ସମ୍ବନ୍ଧରେ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବେ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନ ସୁଖଦ ହେବ।

 

ମକର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କିଛି ଲୋକ ଆପଣଙ୍କ କଥାରେ ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି। ଚାକିରିରେ ଲାଗି ରହିଥିବା ବିବାଦ ସମାପ୍ତ ହେବ।

 

କୁମ୍ଭ: ଉନ୍ନତି ଲାଗି ଭଲ ସୁଯୋଗ ପାଇବେ। ଅଫିସରେ ସ୍ଥଗିତ କାମ ସହଜରେ ସ˚ପୂର୍ଣ୍ଣ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

 

 

ମୀନ: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। କାର୍ଯ୍ୟକ୍ଷେତ୍ରର ବିସ୍ତାର ଲାଗି ବନ୍ଧୁଙ୍କ ସାହାଯ୍ୟ ପାଇବେ। ବୈବାହିକ ସମସ୍ୟାର ସମାଧାନ ହେବ।

ସମ୍ବନ୍ଧିତ ଖବର