ଜାଣନ୍ତୁ ଆଜିର ରାଶିଫଳ

ମେଷ: ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା କରିବେ। କଳାକାରଙ୍କୁ ଲାଭ ମିିଳିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ବୃଷ: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପରିବାରରେ ଲାଗି ରହଥିବା ଅଶାନ୍ତି ଦୂର ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ମିଥୁନ: ନିର୍ଦ୍ଦିଷ୍ଟ ସମୟରେ କାମ ସ˚ପୂର୍ଣ୍ଣ ହେବ। ଜୀବନସାଥୀଙ୍କ ଆଦର ପାଇବେ। ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ।

କର୍କଟ: ମନରେ ନୂଆ ବିଚାର ଆସିବ। ସୃଜନଶୀଳ କାମ କରିବେ। ବ୍ୟାବସାୟିକ କାମରେ ବ୍ୟସ୍ତ ରହିବେ। ବୈବାହିକ ଜୀବନ ସୁଖଦ ହେବ।

ସି˚ହ: ନୂଆ କାର୍ଯ୍ୟ କରିବାକୁ ଉଦ୍ୟମ କରିବେ। ପୁରୁଣା ବନ୍ଧୁଙ୍କ ସହିତ କଥାବାର୍ତ୍ତାର ଯୋଗ ରହିଛି। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

କନ୍ୟା: ଆପଣଙ୍କର କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ରାଜନୀତିରେ ଆଲୋଚନା ସୁଫଳ ଆଣିବ। ଅଚାନକ ଧନଲାଭ ହେବ।

ତୁଳା: ପୂଜାପାଠରେ ମନ ଲାଗି ରହିବ। ଦୁଃଖୀ ଲୋକମାନଙ୍କୁ ସହାୟତା କରିବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ବେପାର ଉଦ୍ୟୋଗରେ ଉନ୍ନତି ହେବ।

ବିଛା: ସକରାତ୍ମକ ଭାବନାରେ ରହନ୍ତୁ। ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ। ପୁଞ୍ଜି ନିବେଶ ନେଇ ନୂଆ ପରାମର୍ଶ ମିଳିପାରେ।

ଧନୁ: କ୍ୟାରିୟର ପାଇଁ ଭଲ ଦିନଟିଏ। ଆପଣଙ୍କୁ ପରିବାରର ପୂର୍ଣ୍ଣ ସହଯୋଗ ମିଳିବ। ଧାର ଦେଇଥିବା ଅର୍ଥ ମିଳିପାରେ।

ମକର: ଆଇନ ମାମଲାରେ ସାହାଯ୍ୟ ମିଳିବ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣ ନିଜର ବନ୍ଧୁଙ୍କ ସହ ଭଲରେ ସମୟ ଅତିବାହିତ କରିବେ।

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ କଷ୍ଟଦାୟକ ପରିସ୍ଥିତି ଉପୁଜିପାରେ। ଅର୍ଥ ଦିଆନିଆ ସମୟରେ ସତର୍କ ରହନ୍ତୁ। ଅବିବାହିତ ଲୋକଙ୍କୁ ଭଲ ଖବର ମିଳିପାରେ।

ମୀନ: କିଛି ଲୋକଙ୍କର ସମୃଦ୍ଧି କରାଇବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ।

ସମ୍ବନ୍ଧିତ ଖବର