ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଲୋକେ ଆପଣଙ୍କ ସ୍ବଭାବରେ ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ଉନ୍ନତି ପାଇଁ ଭଲ ସୁଯୋଗ ମିଳିବ। ଭୂସଂପତ୍ତି କିଣି ପାରନ୍ତି।

ବୃଷ: ଆର୍ଥିକ ରୂପେ ଆପଣ ବନ୍ଧୁଠାରୁ ସାହାଯ୍ୟ ପାଇବେ। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ଲୋକଙ୍କ ଠାରୁ କୌଣସି ଭଲ କାମ ପାଇଁ ପରାମର୍ଶ ନେଇ ପାରନ୍ତି।

ମିଥୁନ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅଧିକ ରହିବ। ଶୀତ ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କର୍ମଜୀବୀ ମହଳାଙ୍କର ଦରମା ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ସିଂହ: ଚାକିରିଜୀବୀଙ୍କ ଲାଗି ଦିନଟି ବହୁତ ଭଲ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଛାତ୍ରଙ୍କର ପାଠପଢ଼ାରେ ମନ ଲାଗିବ।

କନ୍ୟା: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଅଧୁରା କାମ ପୂରା ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଜୀବନସାଥୀଙ୍କୁ ତାଙ୍କ ପସନ୍ଦର କୌଣସି ଉପହାର ଦେବେ।

ତୁଳା: ବାପା ମାଆଙ୍କ ସହ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। କୌଣସି ବଡ଼ ସୁବିଧା ମିଳିବା ଯୋଗୁଁ ଧନଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ଭଲ ରହିବ।

ବିଛା: ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ସମାଜରେ ଯଶ ଖ୍ୟାତି ବଢ଼ିବ। ଜୀବନସାଥୀଙ୍କୁ ଦାମୀ ଉପହାର ଦେଇପାରନ୍ତି।

ଧନୁ: ସୁସମ୍ବାଦ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନରେ ଉତ୍ସାହ ବଢ଼ିବ। ପରିଶ୍ରମ ଅନୁସାରେ ଫଳ ପାଇବେ। ଛାତ୍ରମାନେ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ମକର: କୌଣସି କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଆର୍ଥିକ ସ୍ଥିତି ସୁଧୁରିବ। ରାଜନୀତିରେ ସଫଳତା ପାଇବେ। ପରିବାରରେ ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ।

କୁମ୍ଭ: ବନ୍ଧୁ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ।

ମୀନ: ବେପାରରେ ଯୋଜନାବଦ୍ଧ କାମ ହେବ। ହୋଟେଲ ମାଲିକଙ୍କର ଧନ ବୃଦ୍ଧି ହେବ। ସଂପର୍କୀୟ ଠାରୁ ଭଲ ଖବର ଶୁଣିବେ। ସାଥୀ ମନକଥା ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ।

ସମ୍ବନ୍ଧିତ ଖବର