ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଶୁଭରଙ୍ଗ: ନାରଙ୍ଗୀ। ଶୁଭସ˚ଖ୍ୟା: ୯।

ବୃଷ: ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ମିଥୁନ: ଆପଣଙ୍କର ସବୁ କାମ ସହଜରେ ସ˚ପୂର୍ଣ୍ଣ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୯।

କର୍କଟ: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ସମାଜରେ ମାନ ସମ୍ମାନ ବଢ଼ିବ। ଆପଣ କୌଣସି ନୂଆ କାମ କରିବା ଲାଗି ଭାବିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ସି˚ହ: ଆପଣଙ୍କ ମନ ପ୍ରସନ୍ନ ରହିବ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

କନ୍ୟା: ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଛାତ୍ରଙ୍କୁ କୌଣସି ପରିଯୋଜନାରେ ସଫଳତା ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୨।

ତୁଳା: ନିଜ କାମରେ ଧୢାନ ଦେବାକୁ ଚେଷ୍ଟା କରନ୍ତୁ। ନିଜେ କଥା କହିବା ବେଳେ ଅନ୍ୟର କଥାକୁ ଧୢାନ ଦେଇ ଶୁଣନ୍ତୁ। ବେପାର ବିଷୟରେ ଆପଣଙ୍କ ମନରେ ନୂଆ ବିଚାର ଆସିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ବିଛା: ନିଜର ଶକ୍ତିକୁ ଭଲ କାମରେ ନିୟୋଜିତ କରିବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୧।

ଧନୁ: ଦିନଟି ବଢ଼ିଆ ରହିବ। କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି। କାମ ସମ୍ବନ୍ଧରେ କିଛି ଲୋକ ଆପଣଙ୍କୁ ପରାମର୍ଶ ମାଗିପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪।

ମକର: ଭାଗ୍ୟର ସହଯୋଗ ମିଳିବା ହେତୁ ସବୁ ଅନୁକୂଳ ହେବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

କୁମ୍ଭ: ପରିବାର କାମରେ ବ୍ୟସ୍ତ ରହିବେ। ଛୋଟ ଛୋଟ କଥାରେ କ୍ରୋଧରୁ କ୍ଷାନ୍ତ ରହନ୍ତୁ। ନେଣଦେଣରେ ବଡ଼ଙ୍କ ସମ୍ମତି ଲାଭପ୍ରଦ ରହିବ। ଶୁଭରଙ୍ଗ: ଆକାଶିନୀଳ। ଶୁଭସ˚ଖ୍ୟା: ୭।

ମୀନ: ଆପଣଙ୍କର ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ନୂଆ ଲୋକଙ୍କ ସହିତ ଶିଷ୍ଟାଚାରରେ ରହନ୍ତୁ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୮।

ସମ୍ବନ୍ଧିତ ଖବର