ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ଆପଣଙ୍କର ବିରୋଧୀ ଦୂରତ୍ବ ବଜାୟ ରଖିବେ। ପିଲାମାନଙ୍କର ଆବଶ୍ୟକତା ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବୃଷ: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ବାହନ କିଣିବା ଲାଗି ଯୋଜନା କରିପାରନ୍ତି। ଚାକିରି ବଦଳାଇବା ପାଇଁ ବିଚାର କରିବେ।

ମିଥୁନ: ଅଫିସ କାମରେ ବାହାରକୁ ଯିବେ। କୌଣସି ବନ୍ଧୁ ସହ ଭେଟ ହୋଇପାରେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।

କର୍କଟ: ଅଧୁରା କାମ ପୂରା ହେବ। ଅଫିସରେ ପ୍ରତିଯୋଗିତା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ। କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି।

ସିଂହ: କୌଣସି ବ୍ୟକ୍ତି ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ପେସାଦାର ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ପାରିବାରିକ ସମ୍ବନ୍ଧ ଆହୁରି ମଜଭୁତ ହେବ।

କନ୍ୟା: ଦିନଟି ବ୍ୟସ୍ତତାରେ ବିତିବ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ଯୋଗାଯୋଗ ରଖନ୍ତୁ। ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

ତୁଳା: ନିର୍ଦ୍ଧାରିତ ସମୟରେ ସବୁ କାମ ପୂରା ହୋଇଯିବ। ଘରେ ଧାର୍ମିକ କାର୍ଯ୍ୟର ଯୋଜନା କରିବେ। ନୂଆ କୌଶଳରେ ନିଜର କାର୍ଯ୍ୟ କରିବାକୁ ଚେଷ୍ଟା କରିବେ।

ବିଛା: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। କାହାରିକୁ ନିଜର ବ୍ୟକ୍ତିଗତ କଥା କୁହନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଅଧିକ ପରିଶ୍ରମ କରିବେ।

ଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜର ଦାୟିତ୍ବ ସୁଚାରୁ ରୂପେ ତୁଲାଇବେ। ସ୍ବାସ୍ଥ୍ୟ ଭଲ ରହିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମକର: କୌଣସି କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀ ସବୁ ପ୍ରକାରରେ ଆପଣଙ୍କୁ ସାହାଯ୍ୟ କରିବେ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ଆହୁରି ମଜଭୁତ ହେବ।

କୁମ୍ଭ: ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।

ମୀନ: ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା ତିଆରି କରିବେ। ଅଧିକାରୀବର୍ଗ ଆପଣଙ୍କ କାମରେ ଖୁସି ହେବେ।

ସମ୍ବନ୍ଧିତ ଖବର