ଜାଣନ୍ତୁ ଆଜିର ରାଶିଫଳ

ମେଷ: କିଛି ଲୋକଙ୍କର ବିଶ୍ବାସ ଆପଣଙ୍କ ଉପରେ କାଏମ୍‌ ରହିବ। ଧାର ଦେଇଥିବା ଅର୍ଥ ମିଳିପାରେ। ସାଥୀ ସହିତ ସିନେମା ଦେଖିବାର ଯୋଜନା କରିବେ।

ବୃଷ: ନିଜ କାମର ଗତି ଉପରେ ଧୢାନ ଦିଅନ୍ତୁ। ଟଙ୍କାପଇସା ମାମଲାରେ ବ୍ୟବସାୟ ଭାଗୀଦାରଙ୍କ ପରାମର୍ଶ ନିଅନ୍ତୁ। ରାଜନୀତିକ ଲୋକଙ୍କ ଲାଗି ଭଲ ଦିନଟିଏ।

ମିଥୁନ: ଘରର ସମସ୍ତଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ। ଅବିବାହିତ ଲୋକଙ୍କୁ ଭଲ ଖବର ମିଳିପାରେ।

କର୍କଟ: ମସ୍ତିଷ୍କର ପରିଶ୍ରମ ଦ୍ବାରା କାମରେ ସଫଳତା ମିଳିବ। ଟଙ୍କାପଇସା ମାମଲାର ସ୍ଥିତି ସୁଦୃଢ଼ ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ସି˚ହ: ପରିଜନ ଓ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପ୍ରତ୍ୟେକ କାମ ତୁରନ୍ତ ଓ ଭଲଭାବେ ସ˚ପୂର୍ଣ୍ଣ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହୋଇପାରେ।

କନ୍ୟା: କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ରହିବ। ପରିବାରରେ ଲାଗି ରହଥିବା ଅଶାନ୍ତି ଦୂର ହେବ।

ତୁଳା: ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ରାଜନୀତିକ ଲୋକଙ୍କ ଲାଗି ଦିନଟି ଶୁଭ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ।

ବିଛା: ଆପଣଙ୍କ ମନରେ ବିଶେଷ ବିଚାର ସୃଷ୍ଟି ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ଛାତ୍ରମାନେ ବରିଷ୍ଠଙ୍କ ପରାମର୍ଶ ନେବା ଉଚିତ ହେବ।

ଧନୁ: କୌଣସି କାମରେ ଅତ୍ୟଧିକ ବ୍ୟସ୍ତ ରହିବେ। ସମସ୍ତଙ୍କ ସହିତ ପ୍ରେମଭାବ ବଜାୟ ରଖନ୍ତୁ। ବେପାରରେ ଲାଭ ପାଇବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ରାଜନୀତିରେ ସାକ୍ଷାତକାର ଭଲ ରହିବ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

କୁମ୍ଭ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କଷ୍ଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ। ଦୋକାନଦାରଙ୍କର ଭଲ ଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ମୀନ: ସକାରାତ୍ମକ ଭାବନାରେ ରୁହନ୍ତୁ। କୌଣସି ବଡ଼ ଲୋକଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ପରିବାରରେ ସୁଖଶାନ୍ତି କାଏମ୍‌ ରହିବ।

ସମ୍ବନ୍ଧିତ ଖବର