ମେଷ: ଭବିଷ୍ୟତ ଲାଗି ଯୋଜନା ତିଆରି ପାଇଁ ଭଲ ଦିନଟିଏ। ଚାକିରିରେ ଦରମା ବଢ଼ିପାରେ। ବେପାରରେ ଉନ୍ନତିର ଅବସର ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପୂର୍ବରୁ କରି ଆସୁଥିବା କାମରେ ଲାଭ ପାଇବେ। ଚାକିରିରେ ପ୍ରଭୁତ୍ବ ବୃଦ୍ଧି ହେବ। ଜୀବନସାଥୀ ଉପରେ ବିଶ୍ବାସ ବଜାୟ ରଖନ୍ତୁ ଏବଂ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ।
ମିଥୁନ: ଜମି କିଣିବା ପୂର୍ବରୁ ପରିବାର ଲୋକଙ୍କ ସମ୍ମତି ନିଅନ୍ତୁ। ବ୍ୟବସାୟରେ ଉନ୍ନତି ହେବ। ଆଇନ ମାମଲାରେ ବଡ଼ ଓକିଲଙ୍କ ମତ ଆପଣଙ୍କ ଲାଗି ଭଲ ପ୍ରମାଣିତ ହେବ।
କକର୍ଟ: ଚାକିରି ବୃତ୍ତିରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଜରୁରୀ କାମ ଅନ୍ୟମାନଙ୍କ ଉପରେ ନ୍ୟସ୍ତ କରନ୍ତୁ ନାହିଁ। ଲକ୍ଷ୍ୟ ସ୍ଥଳ ନିକଟରେ ପହଞ୍ଚିବେ।
ସିଂହ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ବନ୍ଧୁ ମାଧ୍ୟମରେ ଲାଭ ପାଇବେ। ଆଖପାଖର ଗତିବିଧି ଉପରେ ଦୃଷ୍ଟି ଦିଅନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
କନ୍ୟା: ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ହେବ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।
ତୁଳା: ଆପଣଙ୍କର ମାନସିକ ପ୍ରସନ୍ନତା ବଜାୟ ରହିବ। ରାଜନୀତିକ ଲୋକଙ୍କ ସମାଜରେ ପ୍ରତିଷ୍ଠା ବଢ଼ିବ। ପ୍ରେମ ଜୀବନ ଭଲ ରହିବ।
ବିଛା: ଆପଣଙ୍କ ଉପରେ ଲୋକମାନଙ୍କର ଭରସା ରହିବ। ପୁରୁଣା କାମ ସମାପ୍ତ କରିବା ପାଇଁ ଦିନଟି ଭଲ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ଶାନ୍ତିମୟ ହେବ।
ଧନୁ: ଆପଣଙ୍କର ସବୁ ରଚନାକୁ ଲୋକେ ପ୍ରଶଂସା କରିବେ। କାମ ସଂପୂର୍ଣ୍ଣ କରିବା ପାଇଁ ସରକାରୀ କର୍ମଚାରୀଙ୍କର ମତ ପାଇବେ। ଜୀବନସାଥୀ ସହିତ ମନୋମାଳିନ୍ୟ ଦୂର ହେବ।
ମକର: ଆପଣଙ୍କର ଚେଷ୍ଟା ସଫଳ ହେବ। ବଡ଼ କଂପାନି ସହିତ ଚାକିରି ପାଇଁ କଥାବାର୍ତ୍ତା କରିବେ। ବ୍ୟବସାୟ ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
ମୀନ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ବୁଝନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖା ଦେବ।