publive-imageମେଷ: କାର୍ଯ୍ୟରେ ସଫଳତା ଲାଗି ଧର୍ମକାର୍ଯ୍ୟରେ ସହଯୋଗ କରନ୍ତୁ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ଲାଗି ଅଧିକ ପରିଶ୍ରମ କରିବା ଦରକାର। ‌

Advertisment

publive-imageବୃଷ: ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନର ମଉକା ପାଇବେ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ମିଳିବ। ଛାତ୍ର ନୂଆ ପାଠ୍ୟକ୍ରମ ଅଧ୍ୟୟନରେ ବ୍ୟସ୍ତ ରହିବେ।

publive-imageମିଥୁନ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ମିଳିବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ଆପଣ କଥା ହେବାବେଳେ ନିଜର ବାଣୀ ଉପରେ ସଂଯମ ରଖନ୍ତୁ।

publive-image

କର୍କଟ: ଆପଣଙ୍କ ଜୀବନ ଜୀବିକା ଲାଗି ଭଲ ଦିନଟିଏ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ନୂଆ ସଫଳତା ମିଳିବ। ଜୀବନସାଥୀଙ୍କୁ କ୍ୟାରିୟରରେ ବଡ଼ ଉପଲବ୍ଧି ମିଳିବ।

publive-imageସିଂହ: ଭାଗୀଦାରି କାରବାରରେ ଲାଭ ପାଇବେ। ଚାକିରିଆଙ୍କୁ ଶୀଘ୍ର ପଦୋନ୍ନତି ମିଳିବାର ଯୋଗ ରହିଛି। ନିଜ ପଦର ଗରିମା ବଜାୟ ରଖନ୍ତୁ। ପୁରୁଣା ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ।

publive-imageକନ୍ୟା: ବିଶିଷ୍ଟ ବ୍ୟକ୍ତିଙ୍କ ସହ ଫୋନରେ କଥା ହେବାର ମଉକା ମିଳିବ। ଆପଣ ନିଜ କାମର ଦାୟିତ୍ବ ନିଜେ ବହନ କରନ୍ତୁ। ଘର ଲୋକଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ।

publive-imageତୁଳା: ଆପଣଙ୍କ ଠାରେ ନେତୃତ୍ବ ନେବାର କ୍ଷମତା ବିକଶିତ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ହେବେ।

publive-imageବିଛା: ଦିନଟି ଆପଣଙ୍କ ଲାଗି ବି‌ଶେଷ ଗୁରୁତ୍ବପୂର୍ଣ୍ଣ। ବ୍ୟବସାୟ ବିଷୟରେ ଜୀବନସାଥୀର ପରାମର୍ଶ ନେବେ। ପରିବାର ଲୋକ ଆପଣଙ୍କର ପ୍ରଶଂସା କରିବେ। ସ୍ବାସ୍ଥ୍ୟ ଭଲ ରହିବ।

publive-imageଧନୁ: ଲକ୍ଷ୍ୟ ପ୍ର‌ାପ୍ତିର ଦୃଢ଼ ସଂକଳ୍ପ ବଜାୟ ରହିବ। ଜୀବନସାଥୀ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ଛାତ୍ରଛାତ୍ରୀ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିବେ। ପାରିବାରିକ ସୁଖ ବୃଦ୍ଧି ହେବ।

publive-image
ମକର: ଆପଣଙ୍କର ସବୁ କାମ ସଫଳ ହେବ। ବାପାମାଆ ଆପଣଙ୍କ ଉପରେ ବହୁତ ଖୁସି ରହିବେ। ସିଭିଲ୍ ଇଂଜିନିଅରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-image

କୁମ୍ଭ: ଘର ଓ ଅଫିସରେ ତାଳମେଳ ବଜାୟ ରଖିବାରେ ସକ୍ଷମ ହେବେ। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବା କଥା ଚିନ୍ତା କରିବେ।

publive-imageମୀନ: ଘରେ ବୟସ୍କ ଲୋକଙ୍କୁ ଉଦାର ବ୍ୟବହାର ଦେଖାନ୍ତୁ। ଧାର୍ମିକ ଆୟୋଜନ କରିବା ଲାଗି ମନ ସ୍ଥିର କରିବେ। କିଛି ଲୋକ ଆପଣଙ୍କ ଠାରୁ ଫାଇଦା ନେବାକୁ ଚେଷ୍ଟା କରିବେ।