publive-imageମେଷ: ଆପଣଙ୍କର ଲୋକପ୍ରିୟତା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଚାକିରି ବଦଳାଇବାର ନିଷ୍ପତ୍ତି ନେଇପାରନ୍ତି। ଜୀବନସାଥୀଙ୍କ ସହ ବାହାରେ ରାତ୍ରିଭୋଜନ କରିବେ। ‌

Advertisment

publive-imageବୃଷ: ଯେକୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। କାମରେ ଭାଇର ସହଯୋଗ ପାଇବେ। କଥା କହିବା ବେଳେ ନିଜର ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ‌

publive-imageମିଥୁନ: ଆଜି ଆପଣ ନିଶ୍ଚିନ୍ତ ରହିବେ। ମହିଳାଙ୍କ ଲାଗି ଦିନଟି ବହୁତ ଭଲ। କ୍ୟାରିୟରରେ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ କୌଣସି ବିଷୟରେ ସହପାଠୀଙ୍କ ସହଯୋଗ ପାଇବେ। ‌

publive-image

କର୍କଟ: କୋର୍ଟ କଚେରିରେ ମାମଲା ଚାଲୁଥିଲେ ଜରୁରୀ କାଗଜପତ୍ର ପ୍ରସ୍ତୁତ ରଖନ୍ତୁ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ନୂଆ ବିଚାର ଗ୍ରହଣ କରିବେ। ‌

publive-imageସିଂହ: ଅଧୁରା କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା କରିପାରିବେ। ଅଫିସରେ ନୂଆ ଦାୟିତ୍ବ ମିଳିବ। ମନପସନ୍ଦ ଜାଗାକୁ ବଦଳିର ସୂଚନା ପାଇବେ। ଦାମ୍ପତ୍ୟ ସୁଖ ବଜାୟ ରହିବ।‌

publive-imageକନ୍ୟା: ସାରା ଦିନ ମନ ପ୍ରସନ୍ନ ରହିବ। ନୂଆ କାରବାର ଆରମ୍ଭ ପାଇଁ ଭଲ ମଉକା ପାଇବେ। ଚାକିରିରେ କିଛି ପରିବର୍ତ୍ତନର ଯୋଗ ଅଛି। ସମ୍ବନ୍ଧରେ ମଧୁରତା ବଢ଼ିବ।

publive-imageତୁଳା: ଜୀବନରେ ନୂଆ ସଫଳତା ହାସଲ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ଆସିବ। ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବେ। ଛାତ୍ର ପାଠପଢ଼ାରେ ମନ ଦେବେ।

publive-imageବିଛା: ବ୍ୟବସାୟରେ ସାହସର ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ମନର ଅଶାନ୍ତି ବିଷୟରେ ଜୀବନସାଥୀଙ୍କୁ ଜଣାନ୍ତୁ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।

publive-imageଧନୁ: ଲେଖକଙ୍କ ବିଚାର ସମ୍ମାନିତ ହେବ। ଘରର ପରିବେଶ ଭଲ ରହିବ। ଅବିବାହିତଙ୍କର ବିବାହ ନେଇ ଘରେ ଚର୍ଚ୍ଚା ହେବ। ବିଦ୍ୟାର୍ଥୀ ଅଧିକ ପରିଶ୍ରମ କରିବେ।

publive-image
ମକର: ଭାବିଥିବା କାମ ପୂରା କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହିତ ତାଳମେଳ ବଢ଼ିବ। ଇସ୍ପାତ କାମ କରୁଥିବା ଲୋକଙ୍କ କାମର ଗତି ବଢ଼ିବ।

publive-image

କୁମ୍ଭ: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
publive-image

ମୀନ: ଆପଣଙ୍କ ମନ ଆନନ୍ଦିତ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ମନର କଥା ସାଙ୍ଗଙ୍କୁ କହିବେ। ନୂଆ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।