/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ପୁରୁଣା ବନ୍ଧୁ ସହ ଦେଖା ହୋଇପାରେ। ପରିବାରରେ ଶୁଭ କାର୍ଯ୍ୟ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ଭଲ ରହିବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଅଫିସରେ ନୂଆ ଦାୟିତ୍ବ ପାଇବେ। ଏକାଗ୍ରତାର ସହ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ନୂଆ କାମ କରିବା ପାଇଁ ଭାବିବେ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ପୂର୍ବ ଅପେକ୍ଷା ଦିନଟି ବହୁତ ଭଲ। ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ବିଶେଷ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦେଖି ପ୍ରଭାବିତ ହେବେ। ଯେଉଁ କାମ ମନ ଦେଇ କରିବେ ସେଥିରେ ସଫଳତା ପାଇବେ। ବନ୍ଧୁ ସହ ସମ୍ବନ୍ଧ ବହୁତ ଭଲ ହେବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ପୂର୍ବ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ବନ୍ଧୁ ସହ ବ୍ୟକ୍ତିଗତ ପ୍ରସଙ୍ଗରେ ଆଲୋଚନା କରିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ନିଜ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ନୂଆ କାମ ଆରମ୍ଭ କରନ୍ତୁ, ଲାଭ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କ ମନରେ ନୂଆ ବିଚାର ଆସିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଯେଉଁ କାମ କରିବେ ତାହା ସଂପୂର୍ଣ୍ଣ ହେବ। ବେପାରରେ ଲାଭ ପାଇବେ। ପାରିବାରିକ ସମସ୍ୟା ସମାଧାନ କରିବା ଲାଗି ଦିନଟି ଭଲ। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ବ୍ୟବସାୟରେ ଲାଭର ଯୋଗ ଅଛି। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଆପଣଙ୍କୁ ଅନ୍ୟ ଲୋକମାନଙ୍କର ସାହାଯ୍ୟ ମିଳିବ। ଇଂଜିନିୟରଙ୍କୁ ଭଲ ସ୍ଥାନରେ ଚାକିରି ମିଳିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଲାଗି ରହିଥିବା ବାଧା ଦୂର ହେବ। କାରବାରରେ ଲାଭ ହେବ। ଫୋନ୍ ଯୋଗେ ଭଲ ଖବର ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ବାହାରକୁ ବୁଲି ଯାଇପାରନ୍ତି।
ମୀନ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ପ୍ରିୟ ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖଦ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)