/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: କ୍ୟାରିୟରରେ ଆପଣଙ୍କୁ ନିଜ ଗୁରୁଙ୍କ ସହଯୋଗ ମିଳିବ। ଅନ୍ୟମାନଙ୍କ ଆଗରେ ନିଜ କଥା ସ୍ପଷ୍ଟଭାବେ କହି ପାରିବେ। ଟଙ୍କା ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଅନ୍ୟର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଘର କାମ ପାଇଁ ଅଫିସ କାମରେ ଯୋଗ ଦେବାରେ ବିଳମ୍ବ ହେବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଦୀର୍ଘ ଦିନରୁ ଅପେକ୍ଷା କରିଥିବା ସଫଳତା ହାସଲ କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। କ୍ୟାରିୟରରେ ଆଗକୁ ବଢ଼ିବେ। ବ୍ୟବସାୟୀଙ୍କର ଧନଲାଭ ହେବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଆପଣଙ୍କ ମନ ସକାରାତ୍ମକ ରହିବ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ବ୍ୟବସାୟରେ କୌଣସି ନୂଆ ଗୋଷ୍ଠୀରେ ସାମିଲ ହେବାକୁ ଭାବି ପାରନ୍ତି।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ସାମାଜିକ ପରିସର ବୃଦ୍ଧି ପାଇବ। ଦୈନନ୍ଦିନ କାମରେ ପୂର୍ଣ୍ଣରୂପେ ସଫଳତା ପାଇବେ। କାହାରି ସହ ବାଦ ବିବାଦ କରନ୍ତୁ ନାହିଁ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ରହିବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ନିଜ ସାମର୍ଥ୍ୟ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ସବୁ କାମରେ ସଫଳତା ପାଇବେ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: କ୍ୟାରିୟରରେ ପରିବର୍ତ୍ତନ ଆଣିବା ଲାଗି ସୁଯୋଗ ମିଳିପାରେ। ପରିବାର ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ନୂଆ ବେପାର ଚୁକ୍ତି ଫଳପ୍ରଦ ସାବ୍ୟସ୍ତ ହେବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କାହାରି ସହ ତର୍କବିତର୍କ କରନ୍ତୁ ନାହିଁ। ଅଫିସରେ ଅଧିକ ସମୟ କାମ କଲେଯାଇ ବଳକା କାମ ପୂରା ହେବ। ଖର୍ଚ୍ଚ କମ୍ କରନ୍ତୁ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। କର୍ମଜୀବୀ ମହିଳାଙ୍କର ଦିନଟି ଭଲରେ କଟିବ।
ମୀନ: ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ। ଧନଲାଭର ଯୋଗ ଅଛି। କାରବାର ଦ୍ରୁତଗତିରେ ବୃଦ୍ଧି ପାଇବ। ସ୍ବାସ୍ଥ୍ୟରେ ସୁଧାର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)