/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ସହଯୋଗୀ ଆପଣଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବେ। ଆପଣଙ୍କ ଭ୍ରମଣ ସୁଖଦ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଭାଇଭଉଣୀଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ। ଜରୁରୀ କାମ ପୂରା କରିବାକୁ ଚେଷ୍ଟା କଲେ ସଫଳ ହେବେ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ନୂଆ କାମରେ ରୁଚି ବଢ଼ିବ। ଛୋଟଛୋଟ କଥାରେ ଖୁସିର ତଲାସ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ ମିଶିବାର ମଉକା ପାଇବେ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ବାଟ ମିଳିବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଆୟ ପାଇଁ ନୂଆ ଉତ୍ସ ସମ୍ମୁଖକୁ ଆସିବ। ଘରକୁ ନୂଆ ବନ୍ଧୁ ଆସିପାରନ୍ତି। ନୂଆ ପ୍ରକଳ୍ପରେ କାମ କରିବା ପୂର୍ବରୁ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। ଅଚାନକ ଧନଲାଭର ଅବସର ପାଇବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଅଫିସରେ ଅଧିକାରୀବର୍ଗ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି। ଆପଣଙ୍କ ବେପାରର ଆକାର ବଢ଼ିବ। ଲେଖାପଢ଼ାରେ ଶିକ୍ଷାର୍ଥୀଙ୍କର ମନ ଲାଗି ନ ପାରେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ବେପାରରେ ମନ ମୁତାବକ ଲାଭ ପାଇବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟରେ ବାପାମାଆଙ୍କ ସହଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ଅଚାନକ ଧନଲାଭ ଯୋଗ ଅଛି। ପୁରୁଣା ବନ୍ଧୁ ସହ ଫୋନରେ କଥା ହେବେ। ରାଜନୀତି କରୁଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: କାର୍ଯ୍ୟକ୍ଷେତ୍ରରେ କରିଆସୁଥିବା ଉଦ୍ୟମରେ ସଫଳ ହେବେ। ଶିକ୍ଷାର୍ଥୀଙ୍କୁ ବରିଷ୍ଠଙ୍କ ସହଯୋଗ ମିଳିବ। ନିତିଦିନିଆ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଆପଣଙ୍କ ଉପରେ ପାରିବାରିକ ଦାୟିତ୍ବ ବଢ଼ିବ। ପରିଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବେ। ଜରୁରୀ କାମ ଯୋଗୁଁ ବନ୍ଧୁ ସହ ଭ୍ରମଣ ଯୋଜନା ବାତିଲ କରିବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ। ଅଭିଜ୍ଞ ବ୍ୟକ୍ତିଙ୍କ ସହ ସାକ୍ଷାତ କଲେ ଲାଭ ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହ ଭଲରେ ସମୟ ବିତିବ।
ମୀନ: ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ଉଚିତ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଲାଭଦାୟକ ହେବ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ଆନନ୍ଦ ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)