publive-image

Advertisment

ମେଷ: ସହଯୋଗୀ ଆପଣଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବେ। ଆପଣଙ୍କ ଭ୍ରମଣ ସୁଖଦ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ‌

publive-image

ବୃଷ: ଭାଇଭଉଣୀଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ। ଜରୁରୀ କାମ ପୂରା କରିବାକୁ ଚେଷ୍ଟା କଲେ ସଫଳ ହେବେ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

publive-image

ମିଥୁନ: ନୂଆ କାମରେ ରୁଚି ବଢ଼ିବ। ଛୋଟଛୋଟ କଥାରେ ଖୁସିର ତଲାସ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ ମିଶିବାର ମଉକା ପାଇବେ।

publive-image

କର୍କଟ: ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ବାଟ ମିଳିବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

publive-image

ସିଂହ: ଆୟ ପାଇଁ ନୂଆ ଉତ୍ସ ସମ୍ମୁଖକୁ ଆସିବ। ଘରକୁ ନୂଆ ବନ୍ଧୁ ଆସିପାରନ୍ତି। ନୂଆ ପ୍ରକଳ୍ପରେ କାମ କରିବା ପୂର୍ବରୁ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। ଅଚାନକ ଧନଲାଭର ଅବସର ପାଇବେ।

publive-image

କନ୍ୟା: ଅଫିସରେ ଅଧିକାରୀବର୍ଗ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି। ଆପଣଙ୍କ ବେପାରର ଆକାର ବଢ଼ିବ। ଲେଖାପଢ଼ାରେ ଶିକ୍ଷାର୍ଥୀଙ୍କର ମନ ଲାଗି ନ ପାରେ।

publive-image

ତୁଳା: ବେପାରରେ ମନ ମୁତାବକ ଲାଭ ପାଇବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟରେ ବାପାମାଆଙ୍କ ସହଯୋଗ ପାଇବେ।

publive-image

ବିଛା: ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ଅଚାନକ ଧନଲାଭ ଯୋଗ ଅଛି। ପୁରୁଣା ବନ୍ଧୁ ସହ ଫୋନରେ କଥା ହେବେ। ରାଜନୀତି କରୁଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

publive-image

ଧନୁ: କାର୍ଯ୍ୟକ୍ଷେତ୍ରରେ କରିଆସୁଥିବା ଉଦ୍ୟମରେ ସଫଳ ହେବେ। ଶିକ୍ଷାର୍ଥୀଙ୍କୁ ବରିଷ୍ଠଙ୍କ ସହଯୋଗ ମିଳିବ। ନିତିଦିନିଆ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ।

publive-image

ମକର: ଆପଣଙ୍କ ଉପରେ ପାରିବାରିକ ଦାୟିତ୍ବ ବଢ଼ିବ। ପରିଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବେ। ଜରୁରୀ କାମ ଯୋଗୁଁ ବନ୍ଧୁ ସହ ଭ୍ରମଣ ଯୋଜନା ବାତିଲ କରିବେ।

publive-image

କୁମ୍ଭ: ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ। ଅଭିଜ୍ଞ ବ୍ୟକ୍ତିଙ୍କ ସହ ସାକ୍ଷାତ କଲେ ଲାଭ ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହ ଭଲରେ ସମୟ ବିତିବ।

publive-imageମୀନ: ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ଉଚିତ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଲାଭଦାୟକ ହେବ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ଆନନ୍ଦ ଦେବ।