/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଆପଣଙ୍କ ସଂପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। କାମ କରିବାର ଗତି ଟିକେ ମନ୍ଥର ରହିବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଲାଭପ୍ରଦ ଜିନିଷକୁ ମହତ୍ତ୍ବ ଦିଅନ୍ତୁ। ଠିକ୍ ଜାଗାରେ ନିଜ ଶକ୍ତିର ପ୍ରୟୋଗ କରନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ନିଜ କାର୍ଯ୍ୟ ପାଇଁ ସମାଜରେ ସମ୍ମାନିତ ହେବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଆଇନ ମାମଲାରେ ଆଶ୍ବସ୍ତି ମିଳିବ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଠିକାଦାର କାମ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ହେବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ମନରେ ନୂଆ ଜିନିଷ ଜାଣବା ଲାଗି ଉତ୍ସୁକତା ବଢ଼ିବ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ରୋଜଗାରର ଅବସର ମିଳିବ। ଚାକିରିରେ ପଦୋନ୍ନତି ହୋଇପାରେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ହେବ। ଅଧ୍ୟାପକଙ୍କ ଲାଗି ଦିନଟି ବହୁତ ଭଲ। ପରିବାର ଲୋକଙ୍କ ସହ କୌଣସି ଗମ୍ଭୀର ପ୍ରସଙ୍ଗରେ କଥା ହେବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଭାବିଥିବା କାମ ପୂରା ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ଜୀବନସାଥୀଙ୍କ ସହଯୋଗ ପାଇଁ କାମରେ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଜୀବନସାଥୀଙ୍କ ସହ ମିଶି ଘରର କାମ ପୂରା କରିବାକୁ ଚେଷ୍ଟା କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: କାମ ସଂପୂର୍ଣ୍ଣ କରିବାରେ ବିଭିନ୍ନ ପ୍ରକାର ଆହ୍ବାନର ସମ୍ମୁଖୀନ ହେବେ। ଧୈର୍ଯ୍ୟ ଧରି କାମ କଲେ ଯାଇ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ପୂର୍ବ ବିଚାରକୁ ତ୍ୟାଗକରି ନୂଆ ବିଚାର ଗ୍ରହଣ କରିବେ। ନୂଆ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ ଭଲ ଅବସର ପାଇବେ। ଘରେ ସୁଖ ସମୃଦ୍ଧି ବଜାୟ ରହିବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ବନ୍ଧୁ ପଇସା ଧାର ମାଗି ପାରନ୍ତି। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ଜୀବନସାଥୀଙ୍କ ସହ ବଡ଼ ସହରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଆର୍ଥିକ ସ୍ଥିତିରେ ସୁଧାର ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ପ୍ରତି ବ୍ୟବହାର ବଦଳାନ୍ତୁ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
ମୀନ: ସନ୍ଧ୍ୟାରେ ବନ୍ଧୁ ସହ କଥା ହୋଇ ଭଲ ଲାଗିବ। ଅଫିସରେ ଆପଣଙ୍କୁ କୌଣସି ଦାୟିତ୍ବପୂର୍ଣ୍ଣ କାମ ମିଳିବ। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)