publive-image

Advertisment

ମେଷ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ନିଜର ଉଦ୍ଦେଶ୍ୟ ସାଧନ ପାଇଁ ସାହାଯ୍ୟ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ସୁସମ୍ବାଦ ପାଇବେ। ପ୍ରେମରେ ମଧୁରତା ବଜାୟ ରହିବ।

publive-image

ବୃଷ: କାରବାର ବୃଦ୍ଧି ପାଇଁ ଭଲ ଅବସର ପାଇବେ। ଆପଣଙ୍କ ମନ ପସନ୍ଦର କଂପାନିରେ ସାକ୍ଷାତକାର ଲାଗି ଡାକରା ଆସିବ। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ସ୍ବାସ୍ଥ୍ୟ ଭଲ ରହିବ।

publive-image

ମିଥୁନ: ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। ବନ୍ଧୁ ସାହାଯ୍ୟରେ ରୋଜଗାର ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ।

publive-image

କର୍କଟ: କାର୍ଯ୍ୟକ୍ଷେତ୍ରରେ ସକ୍ରିୟ ରହିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ। ମହିଳାମାନଙ୍କୁ ବଡ଼ ସଫଳତା ମିଳିପାରେ।

publive-image

ସିଂହ: ବାପାମାଆଙ୍କର ସହଯୋଗ ପାଇବେ। କାରବାରରେ ଆଶାଠୁଁ ଅଧିକ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଚାକିରିରେ ପଦୋନ୍ନତି ମିଳିପାରେ।

publive-image

କନ୍ୟା: କ୍ୟାରିୟର ଲାଗି ଦିନଟି ବହୁତ ଭଲ। ଉଦ୍ୟମର ସକାରାତ୍ମକ ଫଳ ପାଇବେ। କୋର୍ଟ ଫଇସଲା ଆପଣଙ୍କ ସପକ୍ଷର ହୋଇପାରେ। ମହିଳାମାନେ କାମରେ ବ୍ୟସ୍ତ ରହିବେ।

publive-image

ତୁଳା: ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ। ବ୍ୟବସାୟରେ ବକେୟ‌ା ଅର୍ଥ ପାଇବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ।

publive-image

ବିଛା: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ନିକଟ ସଂପର୍କୀୟ ଆପଣଙ୍କର ଲକ୍ଷ୍ୟଭ୍ରଷ୍ଟ କରିବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

publive-image

ଧନୁ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଚାକିରିଆଙ୍କୁ ଉନ୍ନତିର ଅବସର ମିଳିବ। ଛାତ୍ର ଉତ୍ତମ ଫଳ ହାସଲ କରିବେ।

publive-image

ମକର: କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ପାଇବେ। କାରବାରରେ ବକେୟା ଅର୍ଥ ପାଇବେ। ଜୀବନସାଥୀଠୁଁ କୌଣସି ଉପହାର ପାଇବେ। ଘର ମରାମତି ପାଇଁ ଦିନଟି ଶୁଭ।

publive-image

କୁମ୍ଭ: ବ୍ୟବସାୟରେ ସାହସର ସହ କାମ କରିବେ। ଅଚାନକ ଧନଲାଭ ହେବ। ସନ୍ତାନ ଠାରୁ ଖୁସି ଖବର ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

publive-imageମୀନ: କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ବେପାର ନେଇ ମନକୁ ନୂଆ ବିଚାର ଆସିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।