ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ବୃଷ: ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କାରବାରରେ ଲାଗି ରହିଥିବା ଚିନ୍ତା ଦୂର ହେବ।

ମିଥୁନ: ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ପୂରା କରିପାରିବେ। ଆଇନ ଛାତ୍ର ସମୟର ସଦୁପଯୋଗ କରନ୍ତୁ।

କର୍କଟ: ଚାକିରିଆଙ୍କର ଦୂର ସ୍ଥାନକୁ ବଦଳି ଯୋଗ ରହିଛି। ପରିବାର ସହ ଅଧିକ ସମୟ ଅତିବାହିତ କରିବେ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିବେ।

ସିଂହ: ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପାଠପଢ଼ାରେ ଲାଗି ରହିଥିବା ବାଧା ଦୂର ହେବ।

କନ୍ୟା: ବ୍ୟବସାୟରେ ଧନଲାଭ ହେବ। କୌଣସି ଭଲ ଖବର ଶୁଣିବେ। ଉପାର୍ଜନ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପରିବାରଠୁଁ ମନ ପସନ୍ଦର ଉପହାର ପାଇବେ।

ତୁଳା: ଶିକ୍ଷକଙ୍କ ଲାଗି ଦିନଟି ବିଶେଷ ରହିବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଭଲ ଦିନଟିଏ। ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ।

ବିଛା: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ପେସାଦାର ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ଧନୁ: ଅଫିସରେ କୌଣସି ବଡ଼ ଦାୟିତ୍ବ ପାଇବେ। ଆହ୍ବାନକୁ ଦୃଢ଼ଭାବେ ମୁକାବିଲା କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସମସ୍ୟା ଦୂର ହେବ।

ମକର: ଯେଉଁ କାମ କରିବେ ତାହା ସହଜରେ ସଂପୂର୍ଣ୍ଣ ହୋଇଯିବ। ବନ୍ଧୁ ସହାୟତାରେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ ସକାରାତ୍ମକ ଫଳ ମିଳିବ।

କୁମ୍ଭ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଯେଉଁ କାମ ପୂରା କରିବାକୁ ଭାବିବେ ତାହା ବନ୍ଧୁ ସାହାଯ୍ୟରେ ପୂରା ହୋଇଯିବ। ଅନ୍ୟମାନଙ୍କ କାମରେ ମନ୍ତବ୍ୟ ଦିଅନ୍ତୁ ନାହିଁ।

ମୀନ: ସ୍ବାସ୍ଥ୍ୟ ନେଇ ସତର୍କ ରହିବାକୁ ହେବ। ଅଫିସରେ ଅଧିକ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ। ପ୍ରେମୀଯୁଗଳ ହୋଟେଲରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସମ୍ବନ୍ଧିତ ଖବର