ମେଷ: ଅଫିସରେ ନୂଆ କାମ ମିଳିବା ଯୋଗୁଁ ଖୁସି ହେବେ। ବନ୍ଧୁର ପରାମର୍ଶ ବହୁତ କାମରେ ଆସିବ। ସମ୍ବନ୍ଧରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେବ। କାରବାରରେ ଆଶାଧିକ ଲାଭ ପାଇବେ।
ବୃଷ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଅଧୁରା କାମ ପୂରା ହେବ। କଲେଜରେ ନୂଆ ସାଙ୍ଗ ଗଢ଼ିବା ଯୋଗୁଁ ଭଲ ନିୟମ ପ୍ରସ୍ତୁତ ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।
ମିଥୁନ: କାରବାରରେ ଦାୟିତ୍ବ ବଢ଼ିବ। ଆୟବ୍ୟୟର ଭାରସାମ୍ୟ ବଜାୟ ରହିବ। ଅଚାନକ କୌଣସି ଖୁସି ଖବର ପାଇବେ। କୌଣସି ଧାର୍ମିକ ଆୟୋଜନରେ ଅଂଶ ଗ୍ରହଣ କରିପାରନ୍ତି।
କର୍କଟ: ଦିନଟି ବହୁତ ଶୁଭ ରହିବ। ସବୁ କାମ ସହଜରେ ପୂରା ହେବ। ଚାକିରିଜୀବୀଙ୍କ ଉନ୍ନତି ଅବସର ମିଳିବ। ସମାଜରେ ମାନ ସମ୍ମାନ ବଢ଼ିବ। ଆପଣଙ୍କ ପ୍ରେମ ସଂପର୍କ ମଜଭୁତ ହେବ।
ସିଂହ: କୌଣସି ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବେପାର ବଣିଜରେ ଲାଭ ହେବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି ଉପହାର ଦେବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।
କନ୍ୟା: ଗଣମାଧ୍ୟମରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇପାରିବେ। ଜମି ଦଲାଲଙ୍କୁ କୌଣସି ଜମି କିଣିବାରେ ଯଥେଷ୍ଟ ଲାଭ ହେବ।
ତୁଳା: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଉତ୍ସୁକ ହେବେ। ନବ ବିବାହିତ ଧର୍ମାନୁଷ୍ଠାନ ଯିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ବିଛା: ବ୍ୟବହାର ମାର୍ଜିତ ଲାଗି ଚେଷ୍ଟା କରିବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ଅଛି। ଶତ୍ରୁମାନେ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଜାୟ ରହିବ।
ଧନୁ: ବ୍ୟବସାୟରେ ଅନୁଭବୀ ବ୍ୟକ୍ତିଙ୍କ ମତ କାମ କରିବାର ନିୟମ ଶିଖାଇବ। ଅଫିସ କାମରେ ବ୍ୟସ୍ତ ରହିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଠିକ୍ ରହିବ।
ମକର: ଦିନଟି ଆପଣଙ୍କ ଜୀବନରେ ଖୁସି ନେଇ ଆସିବ। କାମ କରିବା ଲାଗି ନୂଆ ନିୟମ ଲାଭ ହେବ। କୋର୍ଟ କଚେରି ମାମଲାରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
କୁମ୍ଭ: ପରିଶ୍ରମ ବଳରେ କାମରେ ସଫଳତା ପାଇବେ। କୌଣସି ବାଦବିବାଦକୁ ପଶନ୍ତୁ ନାହିଁ। ସୁସମ୍ବାଦ ପାଇବେ। ପିଲା ସହିତ ବାହାରକୁ ବୁଲି ଯିବେ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ।
ମୀନ: କୌଣସି ଶୁଭ ଖବର ପାଇବା ଯୋଗୁଁ ମନ ପ୍ରସନ୍ନ ହେବ। ଅଧିକ ସମୟ ପରିବାର ଲୋକଙ୍କ ସହ ଅତିବାହିତ କରିବେ। ପୁଞ୍ଜି ବଜାରରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେଇ ନିବେଶ କରନ୍ତୁ।