publive-image

Advertisment

ମେଷ: ଭାଗୀଦାରି ବ୍ୟବସାୟରେ ଲାଭ ମିଳିବ। ବୌଦ୍ଧିକ ଆସରରେ ସମ୍ମାନ ପାଇବେ। ଆପଣ ନିଜ ଜୀବନସାଥୀଙ୍କୁ ଉପହାର ଦେବେ। ସୁଷମ ଖାଦ୍ୟ ଖାଆନ୍ତୁ।

publive-image

ବୃଷ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ବନ୍ଧୁର ସହଯୋଗ ପାଇବେ। ଅଫିସ କାମ ଭଲରେ ସରିବ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିପାରିବେ।

publive-image

ମିଥୁନ: ଆର୍ଥିକ ପ୍ରସଙ୍ଗରେ ମନ ଚାହୁଁଥିବା ସଫଳତା ପାଇବେ। ଗବେଷକ ଭଲ ଫଳ ପାଇବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ପ୍ରେମ ଜୀବନ ଭଲ ରହିବ।

publive-image

କର୍କଟ: ଆପଣଙ୍କର ମନ ଅଧ୍ୟାତ୍ମ୍ୟ ଆଡ଼କୁ ଢଳିବ। ଜୀବନସାଥୀଙ୍କ ଠାରୁ ଦାମିକା ଉପହାର ପାଇବେ। ବ୍ୟବସାୟ ବୃଦ୍ଧି ଚାହୁଁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ।

publive-image

ସିଂହ: ପରିବାର ସହିତ ଅଧିକ ସମୟ କାଟିବେ। କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-image

କନ୍ୟା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣଙ୍କର ସବୁ ଶକ୍ତି ନୂଆ କାମରେ ଲଗାଇବେ। ବ୍ୟବସାୟ‌ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ।

publive-image

ତୁଳା: ଦିନଟି ପୂର୍ବ ଦିନ ଅପେକ୍ଷା ଭଲ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।

publive-image

ବିଛା: ଦିନଟି ପରିବାର ଲାଗି ଖୁସି ନେଇ ଆସିବ। ଲୋକଙ୍କ ଉପରେ ଆପଣଙ୍କ କଥାର ପ୍ରଭାବ ପଡ଼ିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ପାଇଁ ରାସ୍ତା ଖୋଲିବ।

publive-image

ଧନୁ: ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। ମନୋରଂଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ବିଦେଶ ଯିବାର ସମ୍ଭାବନା ରହିଛି।

publive-image

ମକର: ଆପଣ କିଛି ନୂଆ କରିବା ପାଇଁ ଭାବିବେ। ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। ପରିବାରରେ ଖୁସିର ପରିବେଶ ରହିବ। ରାଜନୀତିରେ ସଫଳତା ପାଇବେ।

publive-image

କୁମ୍ଭ: ଅଫିସରେ ବରିଷ୍ଠଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ଜୀବନସାଥୀଙ୍କ ସହ ରାତ୍ରିଭୋଜନ ପାଇଁ ବାହାରକୁ ଯାଇପାରନ୍ତି। ବିବାହ ପାଇଁ ଲାଗି ରହିଥିବା ବାଧା ଦୂର ହେବ।

publive-imageମୀନ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ଲାଗିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଖେଳାଳିଙ୍କ ଲାଗି ଦିନଟି ଭଲ।