publive-image

Advertisment

ମେଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। କାହାରି ସହିତ କଥା ହେବା ବେଳେ ନିଜର ବାଣୀ ଉପରେ ସଂଯମ ରଖନ୍ତୁ।

publive-image

ବୃଷ: ଜୀବନ ଜୀବିକା ଲାଗି ଭଲ ଦିନଟିଏ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ନୂଆ ସଫଳତା ମିଳିବ। ଜୀବନସାଥୀଙ୍କୁ ଜୀୂବନର ବଡ଼ ଉପଲବ୍ଧି ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

publive-image

ମିଥୁନ: ଭାଗୀଦାରି କାରବାରରେ ଲାଭ ପାଇବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବା ଯୋଗ ରହିଛି। ନିଜ ପଦର ଗରିମା ବଜାୟ ରଖନ୍ତୁ। ପୁରୁଣା ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ।

publive-image

କର୍କଟ: ଅନୁଭବୀ ବ୍ୟକ୍ତିଙ୍କ ସହ ଫୋନରେ କଥା ହେବା ଲାଗି ଆସିଥିବା ମଉକା ହରାନ୍ତୁନାହିଁ। ନିଜ କାମର ଦାୟିତ୍ବ ନିଜେ ବହନ କରନ୍ତୁ। ଘର ଲୋକଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ।

publive-image

ସିଂହ: ନିଜ ଭିତରେ ନେତୃତ୍ବ କରିବାର କ୍ଷମତା ଆସିବ। ରାଜନେତାଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଘରେ ପୂଜାପାଠର ଆୟୋଜନ କରିବେ।

publive-image

କନ୍ୟା: ଦିନଟି ଆପଣଙ୍କ ଲାଗି ବି‌ଶେଷ ରହିବ। ବ୍ୟବସାୟ ବିଷୟରେ ଜୀବନସାଥୀର ପରାମର୍ଶ ନେବେ। କିଛି କାମ ପାଇଁ ପରିବାର ଲୋକ ପ୍ରଶଂସା କରିବେ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

publive-image

ତୁଳା: ଲକ୍ଷ୍ୟ ପ୍ର‌ାପ୍ତି ପାଇଁ ଦୃଢ଼ ସଂକଳ୍ପ ବଜାୟ ରହିବ। ଜୀବନସାଥୀ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ସଂପୂର୍ଣ୍ଣ ସତର୍କ ରହିବେ। ପାରିବାରିକ ସୁଖ ବୃଦ୍ଧି ହେବ।

publive-image

ବିଛା: ସବୁ କାମ ସଫଳ ହେବ। ବାପା ମାଆ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ଆପଣ ନିଜ ଶକ୍ତିରେ ନିର୍ବଳର ଶକ୍ତି ଭରି ଦେବେ। ସିଭିଲ୍ ଇଂଜିନିୟର ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-image

ଧନୁ: ଘର ଓ ଅଫିସରେ ତାଳମେଳ ବଜାୟ ରଖିବାରେ ସକ୍ଷମ ହେବେ। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ପାଇଁ ନୂଆ ପାଠ୍ୟକ୍ରମ କଥା ଭାବିବେ।

publive-image

ମକର: ଘରେ ବୟସ୍କଙ୍କ ସହ ସ୍ବଭାବରେ ନରମ ରହନ୍ତୁ। ଧାର୍ମିକ ଅନୁଷ୍ଠାନ କରିବା ଲାଗି ମନ ବନାଇବେ। କିଛି ଲୋକ ଆପଣଙ୍କ ଠାରୁ ଫାଇଦା ନେବାକୁ ଚାହିଁବେ।

publive-image

କୁମ୍ଭ: ଆପଣଙ୍କ କାର୍ଯ୍ୟରେ ସଫଳତା ଲାଗି ଧର୍ମକାର୍ଯ୍ୟରେ ସହଯୋଗ ଦିଅନ୍ତୁ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ଲାଗି ଅଧିକ ପରିଶ୍ରମ କରିବା ଦରକାର।

publive-image

ମୀନ: ନୂଆ ଲୋକଙ୍କ ସହ ଯୋଡ଼ିବାର ମଉକା ପାଇବେ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ବ୍ୟସ୍ତ ରହିବେ।