ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜ ଶକ୍ତିକୁ ଠିକ୍‌ ରୂପେ ବ୍ୟବହାର କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରୁ ଲାଭ ମିଳିବା ପାଇଁ କାହାରି ସହଯୋଗ ପାଇବେ। ଶୁଭରଙ୍ଗ: ନାରଙ୍ଗୀ। ଶୁଭସ˚ଖ୍ୟା: ୯।

ବୃଷ: ବ୍ୟବସାୟ ସମ୍ବନ୍ଧରେ ନିଷ୍ପତ୍ତି ନେବାର କଠିନ ହୋଇପାରେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ଚାକିରିରେ ଉଚ୍ଚ ଅଧିକାରୀଙ୍କ ଠାରୁ ଦୁର୍ବ୍ୟବହାର ମିଳିପାରେ। ଶୁଭରଙ୍ଗ: ଘିଅରଙ୍ଗ। ଶୁଭସ˚ଖ୍ୟା: ୬।

ମିଥୁନ: ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଅଫିସରେ ବାତାବରଣ ଅନୁକୂଳ ରହିବ। ଆମଦାନି ପାଇଁ ସୁଯୋଗ ଆସିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

କର୍କଟ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ। ଆପଣ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୬।

ସି˚ହ: ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଚାକିରିରେ ଆପଣଙ୍କର କୌଣସି କାମ ପାଇଁ ପ୍ରଶ˚ସିତ ହେ‌େବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

କନ୍ୟା: ମନରେ କୌଣସି କଥାକୁ ନେଇ ଉତ୍ସାହ ବଜାୟ ରହିବ। କିଛି ମାମଲାରେ ବଡ଼ ପରାମର୍ଶ କାମରେ ଆସିପାରେ। ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୩।

ତୁଳା: ଲୋକେ ଆପଣଙ୍କ କାମର ପ୍ରଶ˚ସା କରିବେ। ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୨।

ବିଛା: କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଉଚ୍ଚ ଅଧିକାରୀଙ୍କ ସହିତ ସ˚ପର୍କ ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ଧନୁ: ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ପରିବାରର ସବୁ ଲୋକ ଆପଣଙ୍କ ପ୍ରତି ଖୁସି ରହିବେ। ଘରକୁ ନୂଆ ଅତିଥି ଆସିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

ମକର: ଭାଗ୍ୟର ସହଯୋଗ ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ବଡ଼ ଅଲଗା କାମ କରିବାରୁ ନିବୃତ୍ତ ରହନ୍ତୁ। ପରିବାରରେ ଅଶାନ୍ତି ବଢ଼ିପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୩।

କୁମ୍ଭ: ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୪।

ମୀନ: ମନୋବଳ ଦୃଢ଼ ରହିବା ହେତୁ ନିଜ କାମକୁ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। କ˚ପ୍ୟୁଟର ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ସମ୍ବନ୍ଧିତ ଖବର