/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଏଭଳି ସୁଯୋଗ ମିଳିବ ଯାହାଦ୍ବାରା ଆପଣଙ୍କର ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଆପଣଙ୍କର ମନ ଆଧ୍ୟାତ୍ମିକ ଦିଗକୁ ଅଧିକ ଆକୃଷ୍ଟ ହେବ। ଆପଣଙ୍କର ଚାରିପାଖରେ ହେଉଥିବା ଗତିବିଧି ଉପରେ ନଜର ରଖନ୍ତୁ। କୌଣସି ବନ୍ଧୁ ସହ ଅଚାନକ ସାକ୍ଷାତ ହେବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: କାର୍ଯ୍ୟକ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ପରିବାର ଲୋକଙ୍କ ଠାରୁ କୌଣସି ବିଷୟରେ ପରାମର୍ଶ ନେବେ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ମାନସିକ ପ୍ରସନ୍ନତା ବଜାୟ ରହିବ। ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଶତ୍ରୁଙ୍କୁ ପରାସ୍ତ କରିବେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ବାଣୀ ଉପରେ ସଂଯମ ରଖନ୍ତୁ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଶିକ୍ଷାର୍ଥୀ ଏକାନ୍ତ ସ୍ଥାନରେ ଯାଇ ଅଧ୍ୟୟନ କରନ୍ତୁ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: କୌଣସି ସରକାରୀ ଅଧିକାରୀଙ୍କ ସହଯୋଗ ପାଇବେ। ଆପଣଙ୍କ ରଚନାକୁ ଲୋକେ ପ୍ରଶଂସା କରିବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ଆପଣଙ୍କ ଉପରେ ଲୋକଙ୍କ ଭରସା ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ନିଜର ମତ ଉପସ୍ଥାପିତ କରିବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଅଫିସ କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ଜରୁରୀ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଗୃହିଣୀମାନେ ରୋଷେଇ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଉଚ୍ଚ ପଦବି ପାଇବା ପାଇଁ ଇଚ୍ଛା ଜାଗ୍ରତ ହେବ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଭବିଷ୍ୟତର ଯୋଜନା ତିଆରି ଲାଗି ଭଲ ଦିନଟିଏ। ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: କୌଣସି କାମରେ ପଡ଼ୋଶୀଙ୍କର ସହଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ସଫଳତା ମାର୍ଗରେ ଲାଗି ରହିଥିବା ସବୁ ବାଧା ଦୂର ହେବ।
ମୀନ: ନ୍ୟାୟାଳୟରେ ଥିବା ବିଚାରାଧୀନ ମକଦ୍ଦମାର ସମାଧାନ ବାହାରିବ। ବ୍ୟବସାୟରେ ଆପଣଙ୍କର ଖୁବ୍ ଉନ୍ନତି ହେବ। ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କୁ ଆପଣଙ୍କ ଆଡ଼କୁ ଟାଣିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)