publive-imageମେଷ: ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବେପାରରେ ଆପଣଙ୍କୁ ଲାଭ ହେବ। ପିଲାଙ୍କ ସହିତ ବାହାରକୁ ବୁଲି ଯିବେ। ଆପଣ କୌଣସି ପସନ୍ଦର କାମ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

Advertisment

publive-imageବୃଷ: ଏଣେ ତେଣେ କଥା ଉପରେ ଧ୍ୟାନ ଦେଲେ ଆପଣଙ୍କର ସମୟ ନଷ୍ଟ ହେବ। ସଙ୍ଗୀତଜୀବୀଙ୍କ ଲାଗି ଭଲ ଦିନଟିଏ। ସାମାଜିକ ସଂପର୍କ ମିଭୁତ ହେବ। ସାହିତ୍ୟ କ୍ଷେତରେ ଆପଣଙ୍କର ରୁଚି ବଢ଼ିବ।

publive-imageମିଥୁନ: ଆପଣ ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। କୌଣସି ସମାରୋହରେ ସାମିଲ ହେବେ। ଘରର ପରିବେଶରେ ଶାନ୍ତି ବଜାୟ ରହିବ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ।

publive-image

କର୍କଟ: ସୌନ୍ଦର୍ଯ୍ୟୀକରଣ ବେପାରୀଙ୍କୁ ବଡ଼ ଠିକା ମିଳିପାରେ। କୌଣସି ଗରିବଙ୍କୁ ସାହାଯ୍ୟ କରିବାରେ ମଉକା ପାଇବେ। ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

publive-imageସିଂହ: ଆପଣଙ୍କୁ କୌଣସି ଶୁଭ ସଂକେତ ମିଳିପାରେ। କ୍ୟାରିୟର ବଢ଼ିଆ ବନାଇବାରେ ସଫଳ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରନ୍ତି।

publive-imageକନ୍ୟା: ବିଲଡ଼ର୍ସଙ୍କୁ ଭଲ ଠିକାରେ ଲାଭ ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ କିଛି ଶିଖିବେ। ବ୍ୟବସାୟ କାମ ନିଜ ବିବେକରେ କରନ୍ତୁ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।

publive-imageତୁଳା: ସକାରାତ୍ମକ ଭାବନା ସହ ବେପାରରେ ନିବେଶ ଲାଗି ପୂରା ଦିନ ଆପଣଙ୍କ ପକ୍ଷରେ ରହିବ। ଆପଣ କିଛି ଶିଖିବାର ମଉକା ପାଇବେ। ଜୀବନସାଥୀ ସହ କଥାବାର୍ତ୍ତାରେ ନମ୍ରତା ରଖନ୍ତୁ।

publive-imageବିଛା: ଦିନଟି ଆପଣଙ୍କ ପରିବାର ଲାଗି ଖୁସି ଆଣିଦେ‌ବ। ବଜାରରେ ଅନାବଶ୍ୟକ ଜିନିଷ କିଣନ୍ତୁ ନାହିଁ। ବେପାରରେ ଗତି ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-image
ଧନୁ: ଲେଖକ କୌଣସି ପୁସ୍ତକ ସଂପୂର୍ଣ୍ଣ କରିବେ। ବସ୍ତ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ବଡ଼ଙ୍କର ପରାମର୍ଶରେ ସାହାଯ୍ୟ ମିଳିବ। ବାପା ନିଜର ମହତ୍ବପୂର୍ଣ୍ଣ କାମ ଆପଣଙ୍କୁ କରିବାକୁ କହିବେ।

publive-image

ମକର: ରାଜନୀତିକ ଲୋକ କୌଣସି ସମାରୋହରେ ଯୋଗ ଦେବାକୁ ଯିବେ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଯୋଜନାବଦ୍ଧ ଉପାୟ ଗ୍ରହଣ କଲେ ବେପାରରେ ଲାଭ ହେବ।

publive-image

କୁମ୍ଭ: ଦିନଟି ଆରମ୍ଭ ଶାନ୍ତ ମନରେ କରିବେ। କୌଣସି କଂପାନିରେ ଚାକିରିରେ ସୁଯୋଗ ଆସିବ। ସମାଜରେ ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ଜୀବନସାଥୀ ପାଇଁ ମନ ପସନ୍ଦର ଲୁଗା କିଣିବେ।

publive-image

ମୀନ: ଶିକ୍ଷକଙ୍କ ଲାଗି ଦିନଟି ଭଲ ରହିବ। ଅଫିସରେ କତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ପାରିବାରିକ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀ କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ।